ସାମାଜିକ ପରିବର୍ତନ ପାଇଁ ସ୍ୱସଂସେବକମାନଙ୍କୁ ଅଧିକ ସକ୍ରୀୟ କରିବ ସଂଘ : ଡା.ମନମୋହନ ବୈଦ୍ୟ



ବିଜୟୱାଡା: ସଂଘ ସମାଜକୁ ସାଥିରେ ନେଇ ସମାଜ ସହଯୋଗରେ କାମ କରୁଛି । ଆଗାମୀ ଦିନରେ ସଂଘର ପ୍ରତ୍ୟେକ ସ୍ୱୟଂସେବକ ସାମାଜର ପରିବର୍ତନ କାମରେ ସକ୍ରୀୟ ହେଉ,ଏଥିପାଇଁ ସଂଘ ଆହୁରୀ ଅଧିକ ପ୍ରୟାସ କରିବ । ଭାରତୀୟ ମୂଲ୍ୟ ଏବଂ ସାଂସ୍କୃତିକ ଜୀବନ ପଦ୍ଧତି ଆଧାରରେ ସମାଜରେ ପରିବର୍ତନ ହେଉ । ଏଥିପାଇଁ ପ୍ରତ୍ୟେକ ସ୍ୱୟଂସେବକକୁ ଜାଗ୍ରତ କରିବା ନିମନ୍ତେ ପ୍ରଶିକ୍ଷଣ ଦେଇ ସକ୍ରୀୟ କରାଯିବ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହ ସରକାର୍ଯ୍ୟବାହ ଡା.ମନମୋହନ ବୈଦ୍ୟ ପ୍ରକାଶ କରିଛନ୍ତି ।

Comments

Post a Comment