ଭାରତ ବିକାଶ ପରିଷଦ ବାଣୀବିହାର ଶାଖାର ସତ୍ୟବାଦୀ ବ୍ଲକରେ ବୃକ୍ଷରୋପଣ


ଭୁବନେଶ୍ୱର: ଭାରତ ବିକାଶ ପରିଷଦ
ବାଣୀବିହାର ଶାଖା ଆନୁକୂଲ୍ୟରେ ଏବଂ
ସତ୍ୟବାଦୀ ଶାଖା ସହଯୋଗରେ ଗତ
୨୦ ତାରିଖ ଦିନ ପୁରୀ ଜିଲ୍ଲା
ସତ୍ୟବାଦୀ ବ୍ଲକସ୍ଥିତ ନରେନ୍ଦ୍ର ୁର
ପଞ୍ଚାୟତର ନରେନ୍ଦ୍ରୁର ଉଚ୍ଚ ବିଦ୍ୟାଳୟ
ପରିସରରେ ବହୁଳ ଭାବେ
ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ହୋଇଯାଇଛି । ଫନି ବାତ୍ୟା ବିଧ୍ୱସ୍ତ
ନରେନ୍ଦ୍ର ୁର ପଞ୍ଚାୟତରେ ବି ୁଳ
ପରିମାଣରେ ବୃକ୍ଷ ନଷ୍ଟ ହୋଇ ଯାଇଥିବା
ବେଳେ ପରିବେଶ ସନ୍ତୁଳନ ପାଇଁ
ବହୁଳ ପରିମାଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ହାତକୁ ନେଇଥିବା ଭାରତ ବିକାଶ ପରିଷଦ,ବାଣୀବିହାର ଶାଖା ନରେନ୍ଦ୍ରୁର ଗ୍ରାମ ଏବଂ
ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ୟାପକ ଭାବେଶାଖାର ସଦସ୍ୟ ଏବଂ ବାଣୀବିହାର
ଶାଖାର ସଦସ୍ୟମାନଙ୍କ ଦ୍ୱାରା ରୋପଣ
କରାଯିବା ସହ ଲୋକମାନଙ୍କ ମଧ୍ୟରେ
·ରାବ ନ କରାଯାଇଥିଲା । ତତ୍ସହିତ
ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନରେ
ଅପ୍ୟାୟିତ କରାଯାଇ ସେମାନଙ୍କ ମଧ୍ୟରେ
ଖାତା ଓ କଲମ ବଣ୍ଟନ କରାଯାଇଥିଲା ।
ଏତଦ୍ବ୍ୟତୀତ ନରେନ୍ଦ୍ରୁର ପଞ୍ଚାୟତର
ତଳସାହି, ଉପର ସାହି ଏବଂ ନରେନ୍ଦ୍ରୁର
ଗ୍ରାମର ୩ଟି ପଷ୍କରିଣୀର ସଂସ୍କାର
(ସଫେଇ) ଗ୍ରାମବାସୀମାନଙ୍କ ଦ୍ୱାରା
କରାଯାଇ ସେମାନଙ୍କ ମଧ୍ୟରେ ପ୍ରାୟ ୨୦୦
ମସୁରୀ ବଣ୍ଟା ଯାଇଥିଲା ।

Comments