ସାରନଗରୀ, ୨୩ ।୭ : ଟାଙ୍ଗରପାଲ୍ଲୀ ଥାନା ଅଞ୍ଚଳର ସାରନଗରୀଠାରେ ଥିବା ଷ୍ଟାଡିୟମ ନିକଟରେ ଏକ ଗୋମାତା ଗୁରୁତର ଭାବେ ଆହତ ହୋଇ ପଡିଥିବାବେଳେ ବଜରଙ୍ଗ ଦଳର ଧିରଜ ପାତ୍ର ଖବର ପାଇ ନିଜ ସହଯୋଗୀ ଦିନେଶ ପାଶୱାନ୍, ଲକି ପାଶୱାନ, ରୋହନ ପାଶୱାନ, ଦୀପକ ପାଶୱାନ ପ୍ରମୁଖ ପହଞ୍ôଚ ଗୋମାତାକୁ ଉଦ୍ଧାର କରିବା ପରେ ଆବଶ୍ୟକ ଚିକିତ୍ସା ମଧ୍ୟ କରାଇଥିଲେ ।

Comments
Post a Comment