ବେତନଟୀ, : ଆଜି ବେତନଟୀ ବ୍ଲକ ମଧ୍ୟରେ ଥିବା ସପ୍ନେଶ୍ୱର ମନ୍ଦିରରେ ବିଶ୍ୱ ହିନ୍ଦୁ ପରିଷଦ ବେତନଟୀ ପ୍ରଖଣ୍ଡ ସଭାପତି ଅଜୟ କୁମାର କରଙ୍କ ଅଧ୍ୟକ୍ଷତାରେ ଜନ୍ମାଷ୍ଟମୀ ପାଳିତ ହୋଇ ଯାଇଛି । ଏହି ଅବସରରେ ବେତନଟୀ ବ୍ଲକ ସ । ମ୍ବ । ଦ ି କ ସ ଂ ଘ ର ଉପସଭାପତି ସ େ ବ ର୍ ଶ ୍ୱ ର ମହାନ୍ତ ଅସୁସ୍ଥ ଥିବାରୁ ତାଙ୍କର ଦ୍ରୁତ ଆରୋଗ୍ୟ ପାଇଁ ପୂଜାର୍ଚ୍ଚନା କରା ଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ବେତନଟୀ ବ୍ଲକ ସାମ୍ବାଦିକ ସଂଘର ସମ୍ପାଦକ ଗତିକୃଷ୍ଣମହାନ୍ତ, ଅଖିଳ ମୋହନ ପାଢ଼ୀ, ସମାଜସେବୀ ରବୀନ୍ଦ୍ର ନାଥ ଖଟୁଆ, ସାମ୍ବାଦିକ କମଳଲୋଚନ କର, ସୀତାନାଥ ଦାସ, ମନୋରଞ୍ଜନ ସାହୁ, ନିନିମଣୀ ରଣା, ହେମେନ୍ଦ୍ର ବେହେରା, ଅନୀତା ସାହୁ, ଜୁଲି ସାହୁ, ହରେନ୍ଦ୍ର ବାରିକ, ବାସୁଦେବ\nନାପିତ ପ୍ରମୁଖ ଯୋଗ ଦେଇ ଥିଲେ । ମନ୍ଦିରର ପୂଜକ ଚନ୍ଦ୍ରକାନ୍ତ ଆଚାର୍ଯ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିବା ସହିତ ପୂଜାର୍ଚ୍ଚନା କରି ଥିବାର ଜଣା ପଡିଛି ।

Comments
Post a Comment