ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଷ୍ଟାଚ୍ୟୁ ଅଫ୍ ୟୁନିଟିର ଉନ୍ମୋଚନ\ପରେ ଏବେ ରାଜସ୍ଥାନର ନାଥଦ୍ୱାରାରେ ଭଗବାନ ଶିବଙ୍କର ଏକ ବିଶାଳ ପ୍ରତିମୂର୍ତି ନିର୍ମାଣ କରାଯାଉଛି । ୩୫୧ ଫୁଟର ଏହି ବିଶାଳ ପ୍ରତିମୂର୍ତି ବିଶ୍ୱର ସବୁଠୁ ଉଚ୍ଚ ଶିବ ପ୍ରତିମୂର୍ତି ଭାବେ ଉଭା ହେବ ।ଆଗାମୀ ବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏହି ମୂର୍ତି ନିର୍ମାଣ ଶେଷ\ହେବ । ଉଦୟପୁରରୁ ୫୦ କିଲୋମିଟର ଦୂରରେ ଥିବା ଶ୍ରୀନାଥଦ୍ୱାରାରେ ସିମେଂଟ ଓ କଂକ୍ରିଟରେ ନିର୍ମାଣ ହେଉଥିବା ଏହି\ ମୂର୍ତିର ୮୫ ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ୩୫୧ ଫୁଟର ଏହି ଶିବ ପ୍ରତିମା ବିଶ୍ୱର ଚତୁର୍ଥ ତଥା ସର୍ଦ୍ଦାର ପଟେଲଙ୍କ ପ୍ରତିମା ପରେ ଭାରତରେ ଦ୍ୱିତୀୟ ସବୁଠୁ ଉଚ୍ଚତମ ପ୍ରତିମା । ୧୬ ଏକର ପାହାଡି\nକ୍ଷେତ୍ରରେ ଏହି ବିଶାଳ ପ୍ରତିମୂର୍ତିର ନିର୍ମାଣ କାର୍ଯ୍ୟ ଚାଲିଛି । ଗତ ଚାରିବର୍ଷ ଧରି ନିର୍ମାଣ ଚାଲିଥିବା ଏହି ପ୍ରତିମୂୂର୍ତିରେ ୩ ଲକ୍ଷ ବସ୍ତା ସିମେଂଟ,୨୫୦୦ ଟନ୍ ଏଙ୍ଗଲ, ୨୫୦୦ ଟନ୍ ବୋଲି\nବ୍ୟବହାର ହୋଇଛି । ଏହାଛଡା ୭୫୦\nକାରିଗର ପ୍ରତିଦିନ ଭଗବାନ ଶିବଙ୍କ ପ୍ରତିମୂର୍ତି ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହି\nପ୍ରତିମୂର୍ଚିରେ ଭଗବାନ ଶିବ ଧ୍ୟାନ ଓ ଆରାମ\ ମୁଦ୍ରାରେ ବସିଛନ୍ତି । ପର୍ଯ୍ୟଟକଙ୍କ ସୁବିଧା ପାଇଁ ଚାରିଟି ଲିଫ୍ଟ ଓ ୩ଟି ସିଢିର ବ୍ୟବସ୍ଥା ମଧ୍ୟ ରହିଛି\ । ଏହି ପ୍ରତିମୂର୍ଚିରେ ୨୮୦ ଫୁଟ୍ ପର୍ଯ୍ୟନ୍ତ\ ପର୍ଯ୍ୟଟକମାନେ ଯାଇପାରିବେ । ଏପରିକି ପ୍ରତିମାଠାରୁ ୨୦ କିଲୋମିଟର ଦୂରରେ ଥିବା\nକାଙ୍କରୋଲି ଫ୍ଲାଇଓଭରରୁ ଏହାକୁ ସ୍ପଷ୍ଟ ଭାବେ\nଦେଖିହେବ । ଏପରିକି ଏତେ ଦୂରରୁ ପ୍ରତିମାକୁ\ ସ୍ପଷ୍ଟ ରୂପେ ଦେଖିବା ପାଇଁ ସ୍ୱତନ୍ତ୍ର ଲାଇଟର\ ବ୍ୟବସ୍ଥା ମଧ୍ୟ କରାଯାଇଛି, ଯାହାକୁ ଆମେରିକାରୁ ମଗାଯାଇଛି ।

Comments
Post a Comment