‘ହିନ୍ଦି ବିବେକ’ ସହିତ ଏକ ବିଶେଷ ସାକ୍ଷାତକାରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସଂପର୍କ ପ୍ରମୁଖ ଶ୍ରୀ ଅନିରୁଦ୍ଧ ଦେଶପାଣ୍ଡେ ପ୍ରକାଶ କରିଛନ୍ତି ଯେ, ସଂଘ ହେଉଛି ସଂପୂର୍ଣ୍ଣ ଭାରତୀୟ ସମାଜର ସଂଗଠନ । ସେ ଏହି ସାକ୍ଷାତକାରରେ ନୂଆ ଭାରତ ସଂକଳ୍ପନା, ସଂଘ କାର୍ଯ୍ୟର ବିସ୍ତାର ଏବଂ ୨୦୨୫ରେ ସଂଘ ଶତାବ୍ଦୀ, ରାଜନୀତି ଏବଂ ରାଷ୍ଟ୍ରନୀତି , ଶ୍ରୀରାମ ମନ୍ଦିର ନିର୍ମାଣ, ଧାରା ୩୭୦, ଆତଙ୍କବାଦ, ନକସଲବାଦ, ସମାନ ନାଗରୀକ ସଂହିତା ପରି ଦେଶର ଅନେକ ଘଟଣାବଳୀ ସଂପର୍କରେ ଆଲୋଚନା କରିବା ସହିତ ସଂଘର ଭୂମିକା ବିଷୟରେ ସ୍ପଷ୍ଟ କରିଥିଲେ । \n
Comments
Post a Comment