ପାକିସ୍ତାନ ଏବଂ ପିଓକେରେ ଭୂମିକମ୍ପ ବିତ୍ପାତ

ନୂଆଦିଲ୍ଲୀ,୨୪ା୯: ଉତ୍ତର ଭାରତର ଅନେକ ଅଞ୍ଚଳରେ ଆଜ ିଭକୂମ୍ପ ଅନଭୁତୂ ହୋଇଛ ।ି ଦଲିୀ୍ଲ ଏନସ୍ଅିାରରେ ଭମୂକିମ୍ପର ଝଟକା ଅନୁଭୂତ ହୋଇଥିବା ବେଳେ କାଶୀ୍ମରରେ ବ ିତୀବ ୍ରଭମୂକିମ୍ପର ଝଟକା ଅନଭୁତୂ ହୋଇଛ ।ି ସେହପିର ିପଞ୍ଜାବ ଓ ହରିୟାଣାରେ ବି ଭୂମିକମ୍ପ ଅନୁଭୂତ ହୋଇଥôବା ବେଳେ ଲୋକ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ । ତେବେ ଏହି ଭମୂକିମ୍ପରେ କୌଣସ ିକ୍ଷୟକ୍ଷତ ିହୋଇନାହ ।ିଁ ତେବେ ଅନମୁାନ କରାଯାଉଛ ିପାକସ୍ତିାନରେ ଭମୂକିମ୍ପର କେନ୍ଦ ୍ରରହଥିôଲା । ପାକ ୍ଅଧତ୍କତୃ କାଶୀ୍ମରରେ ଭକୂମ୍ପର କେନ୍ଦ ୍ରଥôବା ବେଳେ ଏହ ିଭମୂକିମ୍ପର ତୀବତ୍ରା ରକିର୍ଟ ସ୍କେଲରେ ୬.୩ ବୋଲି ଜଣାପଡିଛି । ଭୂମିକମ୍ପ ପ୍ରଭାବରେ ପାକ୍ ଅଧିକୃତ କାଶ୍ମୀରରେ ୧୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ\n୩୦୦ର ୁଅଧତ୍କ ଲୋକ ଆହତ ହୋଇଛନ୍ତ ।ି ପଓିକେର ମରିପରୁରେ ଭମୂକିମ୍ପରେ ଅଧତ୍କ କ୍ଷତଗିସ୍ତ୍ର ହୋଇଛ ।ି ଯେଉଥେଁôର ରାସ୍ତା ମଝରିୁ ଫାଟ ିଆ ଁକରଥିôବା ବେଳେ ଘର ଦା୍ୱର ସମ୍ପର୍ଣ୍ଣୂ ମାଟେିର ମଶି ିଯାଇଛ ।ି ରାସ୍ତା ମଜରି ୁଦଇୁ ଫାଳ ହୋଇଯିବାରୁ ଏକାଧିକ ଗାଡି ମଧ୍ୟ ଏହା ଭତିରେ ଫସ ିରହଛି ।ି ଭକୂମ୍ପ ପରେ ପାକସ୍ତିାନ ସରକାର ପକ୍ଷର ୁମେଡକିାଲ ଟମି ୍ଏବଂ ସେନା ବାହିନୀକୁ ଉଦ୍ଧାର ପାଇର୍ ଘଟଣା ସ୍ଥଳକୁ ପଠାଯାଇଛ ।ି ଭମୂକିମ୍ପର କେନ୍ଦ ୍ରଲାହୋରଠାରୁ ୧୭୩ କେିଲାମଟିର ଦରୂ ପାକସ୍ତିାନ-ଭାରତ ସୀମାରେ ରହଥିôବା କହୁାଯାଉଛ ।ି ଭମୂକିମ୍ପରେ ପାକସ୍ତିାନର ମୀରପରୁରେ ଜରରୁୀ କାଳୀନ ପରସିତି୍ଥ ିଘୋଷଣା କରାଯାଇଛ ।ି ପାକସ୍ତିାନର ଇସଲାମାବାଦ, ପେସୱାର, ରାୱଲପିଣ୍ଡି, ଲାହୋର, ମୁଜାଫରବାଦ ଏବଂ ଭାରତର ଦଲିୀ୍ଲ-ଏନସ୍ଅିାର ସମେତ ଜାମ୍ମ ୁକାଶ୍ମୀରର\nପଞ୍ଜୁ, ରାଜୌରୀ, ଜାମ୍ମ,ୁ ଚଣ୍ଡଗିଡ, ହମିାଚଳ ପ୍ରଦେଶ ଆଦି ଅଞ୍ଚଳରେ ଏହି ଭୂମିକମ୍ପର ଝଟକା ଅନଭୁତୂ ହୋଇଛ ।ି ଅପରାହ ୍ନ୪ଟା ୩୦ର ୁ୪ଟା ୩୩ ମଧ୍ୟରେ ଭମୂକିମ୍ପ ଝଟକା ଅନଭୁତୂ ହୋଇଥôଲା । ଏଥେôର ପାକସ୍ତିାନର ରାସ୍ତାଘାଟ ଫାଟ ିଯାଇଛ ିଓ ଅନେକ ଘର ଭଶୁଡୁ ିପଡଛି ।ି ପଓିକେରେ ୭୫ର ୁଊଦ୍ଧ ର୍୍ୱଲୋକ ଆହତ ହୋଇଛନ୍ତ ।ି ପାକସ୍ତିାନର ମୀରପରୁରେ ବହୁ କ୍ଷୟକ୍ଷତି ଘଟିଥିବା କୁହାଯାଉଛି ।\nମୀରପରୁର ସା୍ଥନରେ ରାସ୍ତାଫାଟ ିଗଭୀର ଗର୍ତ୍ତ ସଷ୍ଟୃ ିହୋଇଛ ିଓ ଅନେକ ଘର ଭଶୁଡୁ ିମାଟେିର ମିଶିଯାଇଛି । ପାକିସ୍ତାନ ସେନା ମୁଖ୍ୟ ସେନାର ସହାୟତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଭୂମିକମ୍ପରେ ପାକିସ୍ତାନର ପୁଲମଣ୍ଡା ବଜାରରେ ଥିବା ଏକ ପୋଲ ଭୁଶୁଡି ପଡିଛି ।  ଏଠାରେ ସୂଚନାଥାଉ କି, ଏହି ମାସ ୯ ତାରିଖରେ ମଧ୍ୟ ଜାମ୍ମୁ କାଶ୍ମୀର ଓ ହିମାଚଳ ପ୍ରଦେଶରେ ଲଗାତର\nଦୁଇଥର ଭୂକମ୍ପ ଅନୁଭୂତ ହୋଇଥିଲା । ଅପରାହ୍ନ ୧୨.୧୦ ସମୟରେ ଜାମ୍ମୁ କାଶ୍ମୀରରେ ୫.୦ ତୀବ୍ରତାରେ ଭୂକମ୍ପ ହୋଇଥିବା ବେଳେ ହିମାଚଳ ପ୍ରଦେଶର ଚମ୍ଭାଠାରେ ମଧ୍ୟ ସମାନ ତୀବ୍ରତାର ଭୂକମ୍ପ ହୋଇଥିବା ସୂଚନା ରହିଥିଲା । ଭୂକମ୍ପ ହେବାର ଅଧଘଣ୍ଟା ପରେ ଅପରାହ୍ନ ୧୨.୪୦ ସମୟରେ ୩.୨ ତୀବ୍ରତା ବିଶିଷ୍ଟ ଆଉ ଥରେ ଭୂକମ୍ପ ହୋଇଥିଲା ।

Comments