କଲୁଙ୍ଗା, ୨୫ ।୯ : ସୁନ୍ଦରଗଡ ରାଜସ୍ୱ ଜିଲ୍ଲା ଅଂଚଳରେ ଥିବା ଲାଠିକଟା ବ୍ଲକର କଲୁଙ୍ଗା ନିକଟ ଦେଇ ଯାଇଥିବା ରେଳଧାରଣାରେ ନିକଟରୁ କୌଣସି ଏକ ଟ୍ରେନ ଧକ୍କାରେ ଗୁରୁତର ଭାବେ ଆହତ ହୋଇ ପଡିଥିବା ଗୋମାତାକୁ ଗତ ୨ ଦିନ ତଳେ ବଜରଙ୍ଗ ଦଳର କର୍ମୀମାନେ ଉଦ୍ଧାର କରି ଚିକିତ୍ସା କରାଇଥିବା ସଚ୍ୱେ ଗତକାଳି ଗୋମାତାର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ପୁଣି ଥରେ ବଜରଙ୍ଗ ଦଳର କର୍ମୀମାନେ ପହଞ୍ôଚ ମୃତ ଗୋମାତାକୁ ହିନ୍ଦୁ ନୀତି ନିୟମାନୁସାରେ ସକ୍ରାର କରିଥିଲେ ।

Comments
Post a Comment