ଭୁବନେଶ୍ୱର:ବହୁତ ଆନନ୍ଦର ବିିଷୟ ଯେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରି ମଣ୍ଡଳ ବୈଠକ ଏହି ବର୍ଷ ଭୂବନେଶ୍ୱର ଦିନାଙ୍କ ୧୬,୧୭,୧୮ ଅକ୍ଟୋବରରେ ତିନିଦିନ ଧରି ଶିକ୍ଷା ଓ ଅନୁସ୍ମାନ ପରିସର-୨ରେ ଅନୁଷ୍ଠିତ ହେଉଛି । ଏହି ବୈଠକରେ ସଂଘର ସରସଂଘଚାଳକ ମାନନୀୟ ଡ଼. ମୋହନ ଭାଗବତ୍ଜୀ ଏବଂ ମାନନୀୟ ସରକାର୍ଯ୍ୟବାହ ଶ୍ରୀ ଭୈୟାଜୀ ଯୋଶୀ ଉପସ୍ଥିତ ରହିବେ । ଦେଶର ସମସ୍ତ ପ୍ରାନ୍ତୀୟ ସ୍ତରର ମାନନୀୟ ପ୍ରାନ୍ତ ସଂଘଚାଳକ, ମାନନୀୟ ପ୍ରାନ୍ତ କାର୍ଯ୍ୟବାହ, ମାନନୀୟ ପ୍ରାନ୍ତ ପ୍ରଚାରକ ସମେତ ୩୮୦ ଜଣ କାର୍ଯ୍ୟକର୍ତ୍ତା ଅପେଖିତ ଅଛନ୍ତି । ଓଡିଶା ପ୍ରାନ୍ତରେ ପ୍ରଥମଥର କରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଏହି ଭଳି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।

Comments
Post a Comment