ଭଦ୍ରକରେ ପୋଲିସ ପାଳୁଛି ବଡ଼ଦିନ

ଭଦ୍ରକରେ ପୋଲିସ ପାଳୁଛି ବଡ଼ଦିନ l ରାସ୍ତା ମଝିରେ ଜବରଦସ୍ତ  ଗାଡି ଅଟକେଇ ଲୋକଙ୍କୁ ଦେଉଛି ଚକୋଲେଟ l ସନ୍ତାକୃଜ ପାଲଟିଛନ୍ତି ମହିଳା ପୋଲିସ କନେଷ୍ଟବଳ l ଏହା ଈସାଈ ଧର୍ମର ପ୍ରସାର ପାଇଁ ଯୋଜନା ନୁହଁତ? ଈସାଈ ମତାମତ ର ପ୍ରସାର ପାଇଁ ଏହା ସାହାଯ୍ୟ କରିବନିତ? ଏହା କଣ ପୋଲିସ ର secular ଛବି?  ଏମିତିକା ଅନେକ ପ୍ରଶ୍ନ ଭଦ୍ରକ ବୁଦ୍ଧିଜୀବୀଙ୍କ ମନରେ l ପୋଲିସ କେବେ ରାମନବମୀ ରେ ଶ୍ରୀରାମ ବେଶରେ ଲୋକଙ୍କୁ ସ୍ୱାଗତ କରିଛନ୍ତିକି? l ବରଂ ବାରମ୍ବାର ଶୋଭାଯାତ୍ରା ଉପରେ ଲାଠି ମାଡ କରିଛି ପୋଲିସ  l ଓଡିଶା ସରକାରଙ୍କ ଏହା ହିନ୍ଦୁ ବିରୋଧୀ ଚରିତ୍ର  ନୁଁହେତ?

Comments