କୁତ୍ରା, ୨୬ ।୧୨ : ସୁନ୍ଦରଗଡ ପୋଲିସ ଜିଲ୍ଲା ଅଞ୍ଚଳର କୁତ୍ରା ଥାନା ଅଧିନରେ ଥିବା ଖତକୁର ବାହାଲର ସୁଧିର ସୋନେ ଫଲସାଇନାକୁ ଯାଇ ଜଣଙ୍କ ଗାଈକୁ ଚୋରି କରି ଆଣି ହତ୍ୟା କରି ମାଂସ ବିକ୍ରି କରୁଥିବା ଖବର ପାଇ ଗାଈର ମାଲିକ ଥାନାରେ ଅଭିଯୋଗ କରିବାରୁ ପୋଲିସ ପହଞ୍ôଚ ସୁଧିରକୁ ଗିରଫ କରିବାରେ ସକ୍ଷମ ହୋଇଥିବାବେଳେ ଅନ୍ୟାମାନେ ଫେରାର ହୋଇଯାଇଥିଲେ । ଗିରଫ ସୁଧିରଙ୍କୁ ପୋଲିସ କୋର୍ଟଚାଲାଣ କରିଥିବାବେଳେ ଫେରାରମାନଙ୍କୁ ଗିରଫ କରିବା ପାଇଁ ଚେଷ୍ଟା ଚଳାଇଥିବା ଜଣାପଡିଛି ।
Comments
Post a Comment