ସୋନପୁର, ୨୪ ।୧୨ : ନାଗରିକତା ସଂଶୋଧନ ନିୟମ ସମର୍ଥନରେ ସୋନପୁର ଜିଲ୍ଲା ସର୍ବଧର୍ମ ଅନୁଷ୍ଠାନ ପକ୍ଷରୁ ଆଜି ସହରରେ ଏକ ଶାନ୍ତି ଶୋଭାଯାତ୍ରା ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାକୁ ବଜରଙ୍ଗ ଦଳ ଦ୍ୱାରା ଆୟୋଜନ କରାଯାଇଥିବାବେଳେ ଏଥିରେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ, ଗାୟତ୍ରୀ ପରିବାର, ଓମ ଶାନ୍ତି ପରିବାର, ଜିଳ୍ଲା ନାଗରିକ କମିଟି, ସ୍ୱଚ୍ଛ ଭାରତ ସଂଗଠନ, ଗୋପାଳଜୀ ଯୋଗାଳୟ, ଅ।।ର୍ଯ୍ୟ ସମାଜ, ସତ୍ୟସାଇଙ୍କ ସମେତ ସହରର ସମସ୍ତ ହିନ୍ଦୁ ସଂଗଠନ ଯୋଗ ଦେଇଥିଲେ । ଏଥିରେ ବିଜେପିର ବରିଷ୍ଠ ନେତା ବଳଦେବ ବେଦବାକ୍, ଶ୍ରଦ୍ଧାଞ୍ଜଳି ମିଶ୍ର, ସୁରେଶ ମିଶ୍ର, ସ୍ୱରୂପ ପାତ୍ର, ସଞ୍ଜୟ ମହାପାତ୍ର, ସମ୍ବିତ ନନ୍ଦ, ମାନସ ମିଶ୍ର, କେଦାର ଦାସ, ତାପସ ମିଶ୍ର, ବାପି ଦାସ, ମାନସ ସାହୁ, ଓଁକାରନାଥ ଶର୍ମା, ଲକ୍ଷ୍ମୀନାରାୟଣ ମେହେର ବୃନ୍ଦାବନ ରଥ, ଜଗନ ଦାଶ, ମାଙ୍ଗୁରାମ ସେଠୀ ପ୍ରମୁଖ ସମସ୍ତ ସଂଗଠନର ନେତୃ ସ୍ଥାନୀୟ ଶକ୍ତି ଓ ସହରର ବହୁ ବୃଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ ।

Comments
Post a Comment