ଏକ ଘରୋଇ ଟିଭି ଚ୍ୟାନେଲ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଏୟାର ଚିଫ ମାର୍ଶାଲ ରାକେଶ କୁମାର ଭଦୌରିୟା ଦୃଢ଼ ଆଶା ପୋଷଶ କରିଛନ୍ତି ଯେ, ଭାରତର ଉଭୟ ପୂର୍ବ ଓ ପଶ୍ଚିମ ସୀମାରେ ଥିବା ଦୁଇ ଶତ୍ରୁ ରାଷ୍ଟ୍ର ଯଥା ଚୀନ ଓ ପାକିସ୍ତାନର ବର୍ଦ୍ଧିତ ହରକତକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନାକୁ ରେଞ୍ଜ (ବିଭିଆର୍) କୌଶଳ ଯୁକ୍ତ ରାଫେଲ ବିମାନ ଏବଂ ସୁଖୋଇ-୩୦ ଏମ୍କେଆଇର ଆକାଶରେ ଯୁଗଳବନ୍ଦୀ ଶତ୍ରୁର ନିଦ ହଜାଇ ଦେବ ଏବଂ ଯୁଦ୍ଧ ହେଲେ ଭାରତୀୟ ବାୟୁସେନାର ଏହି ଦୁଇ ପ୍ରମୁଖ ଫାଇଟର ପ୍ଲେନ୍ ଶତ୍ରୁ ପକ୍ଷର ଅଶେଷ କ୍ଷତି ସାଧନ କରିପାରିବ ବୋଲି ଏୟାର ଚିଫ ମାର୍ଶାଲ୍ ଭଦୌରିଆ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ବର୍ତମାନ ଆମେ ଦେଶର ସମସ୍ତ ରାଡାର ବ୍ୟବସ୍ଥାକୁ ପରସ୍ପର ସହିତ ଯୋଡ଼ିସାରିଛୁ । ଏଣୁ ଏବେ ଆମେ ଅକ୍ଲେଶରେ ସମଗ୍ର ଦେଶ ଉପରେ ନଜର ରଖିପାରିବୁ ।

Comments
Post a Comment