ବରଗଡ, ୨୯ ।୧ : ଆର୍.ଏସ୍.ଏସ୍. ବରଗଡ ଶାଖା ତରଫରୁ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ସ୍ଥାନୀୟ ଗୌରପଡା ଠାରେ ଭାରତମାତା ପୂରନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଡ. ଅର୍ଜୁନ ମେହେର ସଂଯୋଜନା କରିଥିବେ ବେଳେ ସଂଘର ନଗର କାର୍ଯ୍ୟବାହ ପ୍ରତାପ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ପ୍ରଚାରକ ଆଲୋକ ପଟେଲ ନିଜର ବୌଦ୍ଧିକରେ ମାଁ ଭାରତୀର ସେବାରେ ଭାରତୀୟଙ୍କ କର୍ତ୍ତବ୍ୟ ବିଷୟରେ ଆଲୋକ ପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିବେକାନନ୍ଦ ସେବା ସଂଘ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ସଂସ୍କାର ଭାରତୀ, ସଂସ୍କୃତ ଭାରତୀ, ବିଶ୍ୱ ହିନ୍ଦୁ ପରିଷଦ, ଏବିଭିପି, କିଷାନ ସଂଘ, ଅଧିବକ୍ତା ପରିଷଦ ଭାରତ ବିକାଶ ପରିଷଦ, ଧର୍ମ ଜାଗରଣ ସମନ୍ୱୟ ବିଭାଗ, ରାଷ୍ଟ୍ରିୟ ସେବୀକା ସମିତି, ଗ୍ରାହକ ପଞ୍ଚାୟତ, ବରିଷ୍ଟ ନାଗରିକ ସଂଘ ତଥା ଗୌରପଡାର ମାନ୍ୟଗଣ୍ୟ ବ୍ୟକ୍ତି ଓ ମା ଭଉଣୀ ବହୁ ସଂଖ୍ୟାରେ ଯୋଗଦେଥିଲେ ପରିଶେଷରେ ଭାରତ ମାତାଙ୍କ ଆଳତୀପରେ ନଗର ଘୋଷ ପ୍ରମୁଖ ଶ୍ରୀଯୁକ୍ତ ପ୍ରଦିପ ପଧାନଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲ ।

Comments
Post a Comment