ଯଶୋଦା ସଦନ ବାଳାଶମ୍ରର ବାଷର୍କି ଉତ୍ସବ


କଟକ: କଲେଜଛକସ୍ଥିତ ଯଶୋଦା ସଦନ ବାଳାଶ୍ରମର ବାର୍ଷିକ ଉତ୍ସବ ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଯଶୋଦା ସଦନ ପରିଅନୁଷ୍ଠାନ ସମାଜ ନର୍ମିାଣରେ ମହତପ୍ୱଣ୍ଣୂ ର୍ଭମୂକିା ନର୍ବିାହ କରିଆସୁଛି । ଯଶୋଦା ସଦନ କ୍ଷେତ୍ରରେ ସମାଜର ଏହି ବଦାନ୍ୟ ମନୋଭାବର ସାକାର ରୂପ ଗ୍ରହଣ କରିଥିବା ଅନୁଭୂତ ହେଉଛି । କୌଣସ ିଐଶର୍ୱୀୟ କାରଣ ବଶତଃ ସମାଜର କିଛି ବର୍ଗ ଯଦି ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗ ପାଇବାରୁ ବଚିଂତ ହେଉଛି ତାହେଲେ ବୃହତର ସ୍ୱଚ୍ଛଳ ସମାଜ ରାଷ୍ଟ୍ର ନିର୍ମାଣ ହେତୁ ଏମାନଙ୍କ ସାହାଯ୍ୟ ନିମନ୍ତେ ବଦାନ୍ୟ ମନୋଭାବ ବ୍ୟକ୍ତିମାନେ ଆଗେଇ ଆସବିା ଉଚତି ବୋଲ ିଶ୍ରୀ ଷଢଙ୍ଗ଼ୀ ମତବ୍ୟକ୍ତ କରଥିେôଲ । ମଖ୍ୟୁବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପୂର୍ବକ୍ଷେତ୍ରର କାର୍ଯ୍ୟାବାହ ଗୋପାଳ ପ୍ରସାଦ ମହାପାତ୍ର ଯୋଗଦେଇ ଯଶୋଦା ସଦନ ପରି ଅନୁଷ୍ଠାନ ଭାରତର ସାମାଜିକ ସୁରକ୍ଷା ସହିତ ପରୋକ୍ଷରେ ଭାରତୀୟ ସଂସ୍କୃତିର ସମ୍ବର୍ଦ୍ଧନା ପାଇଁ ମଧ୍ୟ ଗରୁତୁପ୍ୱଣ୍ଣୂ ର୍ଭମୂକିା ନର୍ବିାହ କରଅିାସଛୁି । ବନିା ସରକାରୀ ସହଯୋଗରେ ସାଧାରଣ ଜନତାଙ୍କ ଦ୍ୱାରା ନିଜସ୍ୱ ଆବଶ୍ୟକତାକୁ ପୂରଣ କରିପାରୁଥିବା ଏହି ଅନୁଷ୍ଠାନ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ସମାଜର ସକ୍ରିୟତାକୁ ପ୍ରଦଶର୍ନ କରଥୁôବାବେଳେ ଏହାର ଉନତ୍ନ ିପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଉପସ୍ଥିତ ଜନତାଙ୍କୁ ଆହ୍ୱାନ ଜଣାଇଥିଲେ । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଆସୋସିଏଟ ପ୍ରଫେସର ଡଃ ନରହରି ଅଗସ୍ତି, ଡଃ ସୁଚିତ୍ରା ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ଉଷା ଲାଡ଼ସରିଆ ସଭାପତିତ୍ୱ କରିଥିବାବେଳେ ସଂପାଦକ ଇନ୍ଦ୍ରମଣି ମଲ୍ଲିକ ବାର୍ଷିକ ବିବରଣୀ ପାଠ କରିଥିଲେ । କୋଷାଧ୍ୟକ୍ଷ ଜନ୍ମେଜୟ ସାହୁ ମଚଂ ପରିଚାଳନା କରିଥିବା ବେଳେ ସ୍ନେହପ୍ରଭା ପଟ୍ଟନାୟକ ସଦନର ଅନ୍ତେବାସୀମାନଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ସମାଜର ବଭିନି ୍ନକ୍ଷେତ୍େରର ପାରଦଶର୍ତିା ହାସଲ କରଥିôବା ବ୍ୟକ୍ତି ବିଶେଷମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଦନର  ଅଧ୍ୟକ୍ଷ ବଂଶୀଧର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Comments