ସରସ୍ୱତୀ ଶଶିବୁଦ୍ୟିା ମନ୍ଦରି, କେନ୍ଦଝୁରଗଡରେ କମୃନିାଶକ ଔଷଧ ବତିରଣ


କେନ୍ଦୁଝର, ୧୦/୦୨ : ସ୍ଥାନୀୟ ଜେଲରୋଡସ୍ଥ ସରସ୍ୱତୀ ଶଶିବୁଦ୍ୟିା ମନ୍ଦରିଠାରେ ଜାତୀୟ କୃମିନାଶକ ଔଷଧ ପିଲାମାନଙ୍କୁ ବିତରଣ କରାଯାଇଛି । ଏହିଅବସରରେ ୧୬୦୯ ଜଣ ଶିଶୁଭାଇଭଉଣୀ ମାନଙ୍କୁ କୃମି ନାଶକ ବଟିକା ଖାଇବାକୁ ଦିଆଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର ପ୍ରସାଦ ଅଗସ୍ତି,ସଂପାଦକ ରବୀନ୍ଦ ୍ରକମୁାର ପଣ୍ଡା, ଉପ ସଭାପତି ଇଂ ହରମୋହନ ପଟ୍ଟନାୟକ ଓ ବିଦ୍ୟାଳୟର ସହପ୍ରଧାନାଚାର୍ଯ୍ୟ ଅଲେଖ ମହାନ୍ତ ଉପସ୍ଥିତ ରହି କୃମି ହେଲେ କେଉଁ କେଉଁ ଅସୁବିଧାସଷ୍ଟୃି ହଏୁ ଓ ପଲିାମାନଙ୍କର ସ୍ୱାସ୍ୟ୍ଥ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବଦ୍ୟିାଳୟ ଚକିସିାô ପ୍ରମୁଖୁ ରାହାସ ବିହାରୀ ନାଏକ ଅନ୍ୟାନ୍ୟ ଗୁରୁଜୀଗୁରୁମା ପରିଚାଳନା କରିଥିଲେ ।

Comments