ଓଡିଶା ରାଜ୍ୟ ଆଶାସାଥୀ ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ


ପରୁୀ: ଆଜ ିସମଗ ୍ରରାଜ୍ୟର ବିଭିନ୍ନ ସଦର ମହକୁମାରେ ଓଡିଶା ରାଜ୍ୟ ଆଶାସାଥୀ ସଂଘ ପକ୍ଷରୁ ମଖ୍ୟୁମନ୍ତ୍ରୀଙ୍କ ଉଦେଶ୍ୟରେ ଜଲିାପାଳଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏହି ପରିପେକ୍ଷୀରେ ପୁରୀ ଜିଲା ସଂଘ ପକ୍ଷରୁ ୨୦୦୬ମସିହାରୁ ଆଶା ଭାବେ କାଯ୍ୟର୍କର ି୨୦୧୩ମସହିା ଠାର ୁଆଶା ଓ ଆଶାସାଥୀ ଭାବେ କାର୍ଯ୍ୟକରି ଆସୁଥିଲେ । ରାଜ୍ୟ ସରକାରଙ୍କର ନିର୍ଦେଶ କ୍ରମେ ଡି,ଲିକିଙ୍ଗ କରି ୩୦୧୦-୨୦୧୮ ପାଖରୁ ଆଶା ସାଥୀ ଭାବେ ରାଜ୍ୟରେ କାମ କରିଆସୁଛନ୍ତି । ଆଜି ସେମାନଙ୍କର ୫ଦଫା ଦାବି ପୁରଣ ନେଇ ଏକ ସ୍ମାରକ ପତ୍ର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବି ପତ୍ର ପ୍ରଦାନ କରିଥିଲେ । ଦାବ ିଗଡୁକି ହେଲା ଆଶାସାଥୀ ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରାଯବିା,କେନ୍ଦ ୍ରସରକାରଙ୍କ ଘୋଷଣା ଅନୁସାରେ ମାସିକ ୬୦୦୦ ହଜାର ଟଙ୍କା ପ୍ରଦାନ କରିବା,ଆଶାସାଥୀ ମାନଙ୍କ ୟୁନିଫର୍ମ ଲାଗୁ କରିବା ଆଶାସାଥୀମାନଙ୍କ ୁକାଯ୍ୟର୍ଦକ୍ଷତା କରବିା ପାଇଁ ଟ୍ରେନିଂ ପ୍ରଦାନ ,୧୩ବର୍ଷଧରି ଆଶା ଓ ଆଶାସାଥୀ ଭାବେ କାର୍ଯ୍ୟକରି ଆସୁଥିବାରୁ ସେମାନଙ୍କୁ ଇନସୁରାନ୍ସ ଏବଂ ମୃତ୍ୟୁ କାଳୀନ ସହାୟତା ରାଶି ପ୍ରଦାନ କରିବା ଆଦି ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି । ପୁରୀ ଜିଲାରେ କାର୍ଯ୍ୟଦତ ଆଶାସାଥୀ ମାନେ ଭାରତୀୟ ମଯଦୁର ସଂଘ ଦ୍ୱାରା ପରିଚାଳିତ ଭବାନୀ ମିଶ୍ର ପ୍ରଭାତ ନଳୀନୀ ସାହୁ ଜୟନ୍ତୀ ପ୍ରଧାନ ସଂଯୁକ୍ତା ପ୍ରଧାନ ଟିକି ସାହୁ ରିତା ସେଠୀ ଝରଣା ସାହୁ ପ୍ରମୁଖ ୫୦ ରୁ ଉର୍ଦ୍ଧ ଆଶାକର୍ମୀ ମାନେ ଏକତ୍ରିତ ହୋଇ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

Comments