କହ୍ନେୟା କୁମାରଙ୍କ ପରି ଅନେକ ଟୁକୁଡେ ଟୁକୁଡେ ଗ୍ୟାଙ୍ଗର ସଦସ୍ୟମାନେ ସାହିନବାଗ, ଜେଏନୟୁ ଓ ଜାମିଆରେ ଦେଶ ବିରୋଧୀ ସ୍ଲୋଗାନ ମାନ ଦେଇ ଦେଶରେ ଦଙ୍ଗା ପରି ସ୍ଥିତି ସୃଷ୍ଟି କରୁଥିବାର ନଜିର ରହିଛି । କିନ୍ତୁ ଦିଲ୍ଲୀ ସରକାର ଚେତୁ ନଥିଲେ । ଏବେ ଦିଲ୍ଲୀରେ ସିଏଏ କୁ ନେଇ ବ୍ୟାପକ ହିଂସା କାଣ୍ଡ ଓ ଦଙ୍ଗା ହେବା ପରେ କେଜରିୱାଲଙ୍କ ଚେତା ପଶିଛି ବୋଲି କୁହାଯାଉଛି । ଦିଲ୍ଲୀ ଦଙ୍ଗାର ମାଷ୍ଟରମାଇଣ୍ଡ କୁହାଯାଉଥିବା ନିଜ ଦଳର କର୍ପୋରେଟର ତାହିର ହୁସେନଙ୍କୁ ଆପର ଅନ୍ୟନେତା ମାନେ ଘଣ୍ଟ ଘୋଡାଉଥିବା ବେଳେ ସେ ତାଙ୍କ ବିରୋଧରେ ଜିରୋ ଟଲେରାନ୍ସ ଦେଖାଇ ତାଙ୍କୁ ଦଳରୁ ବିତାଡିତ କରିଛନ୍ତି । ପୋଲିସକୁ ଆପର ଯେଉଁନେତା ଦଙ୍ଗା ସହ ସମ୍ପୃକ୍ତି ରହିଛି ତାହା ବିରୋଧରେ ଦୁଇଗୁଣ ଦଣ୍ଡ ଦେବାକୁ କହିଛନ୍ତି । ବାସ୍ତବରେ ଦୁଇଦିନ ତଳେ ଯେତେବେଳେ ସେ ସାମ୍ଭାଦିକ ସମ୍ମିଳନୀରେ କହିଥିଲେ ଯେ, ଦେଶର ସୁରକ୍ଷା ସହିତ ରାଜନୀତି କରିବା ବନ୍ଦ ହେଉ ଏବେ ତାକୁ ସେ କାମରେ କରି ଦେଖାଇଛନ୍ତି ।

Comments
Post a Comment