ନାଗପୁରରେ ସେବା ଭାରତୀ ଉଉଣୀମାନଙ୍କ ତ୍ୱାରା ତିଆରି ମାକ୍ସ ବିତରଣ


କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ଲକ୍ ଡାଉନ ଥିବା ବେଳେ ନାଗପୁର ମହାନଗରରେ ମଜଦୁର, ରିକ୍‌ସାବାଲା ସହିତ ଅନ୍ୟ ଲୋକମାନଙ୍କୁ ମଧ୍ୟ ଖାଦ୍ୟ ପ୍ୟାକେଟ ବିତରଣ କରାଯାଉଛି । ସେବାଭାରତୀର ଭଉଣୀମାନଙ୍କ ଦ୍ୱାରା ତିଆରି  ହୋଇଥିବା ମାକ୍ସ ଗୁଡିକୁ ମେଡିକାଲରେ ବିତରଣ କରାଯାଇଛି । ରାଜସ୍ଥାନର ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ ତରଫରୁ ଗଙ୍ଗାପୁର ଗ୍ରାମର ପ୍ରତ୍ୟେକ ଲୋକଙ୍କୁ ମାକ୍ସ ବଂଟା ଯାଇଛି । ଚିତୋର ପ୍ରାନ୍ତର ନାଥଦ୍ୱାର ଖଣ୍ଡରେ ସଂଘର ସ୍ୱୟଂସେବକମାନେ ୩୫ଶହ ମାକ୍ସ ତିଆରି କରି ବାଣ୍ଟିଥିବା ବେଳେ ଜୟପୁର ମହାନଗରରେ ସ୍ୱଂୟସେବକମାନେ ୧୨୦୦ ଭୋଜନ ପ୍ୟାକେଟ ବିତରଣ କରିଛନ୍ତି । 

Comments