କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ଲକ୍ ଡାଉନ ଥିବା ବେଳେ ମଧ୍ୟପ୍ରଦେଶର ଭୋପାଳରେ ସେବା ଭାରତୀର କାର୍ଯ୍ୟକର୍ତ୍ତାମାନେ ପ୍ରତିଦିନ ୧୫୦୦ ଲୋକଙ୍କ ପାଇଁ ରୋଷାଇ କରି ମଜଦୁର, ବେସାହାରା ଏବଂ ମେଡିକାଲରେ ଭତ୍ତି ହୋଇଥିବା ରୋଗୀ ଏବଂ ତାଙ୍କ ଲୋକମାନଙ୍କୁ ଖାଦ୍ୟ ବିତରଣ କରୁଛନ୍ତି । ଏଥି ସହିତ ପୋଲିସ ବନ୍ଧୁମାନଙ୍କ ପାଇଁ ମଧ୍ୟ ଚା ପାଣିର ବ୍ୟବସ୍ଥା କରୁଛନ୍ତି । ଜବଲପୁର ମହାନଗରର ଗୋକୁଳଦାସ ଧର୍ମଶାଳାରେ ଗରୀବ, ଅସହାୟ ଲୋକମାନଙ୍କ ପାଇଁ ଆରଏସଏସ ଏବଂ ସାମାଜିକ ସଂଗଠନ ଗୁଡିକ ପ୍ରତ୍ୟେକ ଦିନ ଭୋଜନ ବ୍ୟବସ୍ଥା କରିଛନ୍ତି । କଠୁଆ, ସାମ୍ଭା, ଉଦ୍ଦମପୁର, ରିୟାସୀ, ଡୋଡା, କିସତୱାଡା, ରାମବନ, ପୁଚ୍ଛ ଆଦି ଜିଲ୍ଲା ଗୁଡିକରେ ସେବା ଭାରତୀ ତରଫରୁ ବିଭିନ୍ନ ପ୍ରକାର ଅଭିଯାନ ଚାଲୁଅଛି । ଝାଡଖଣ୍ଡରେ ଆରଏସ୍ଏସ୍ ଓ ସେବା ଭାରତୀ ତରଫରୁ ବିଭିନ୍ନ ସ୍ଥାନରେ ୨୦ ଦିନ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଛି ।

Comments
Post a Comment