କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ଲକ୍ ଡାଉନ ଥିବା ବେଳେ କେରଳରେ ଆରଏସ୍ଏସ୍ ଓ ସେବାଭାରତୀର କାର୍ଯ୍ୟକର୍ତ୍ତାମାନେ ମିଶି ସରକାରୀ ମେଡିକାଲ ଗୁଡିକ ସଫା ସୁତୁରା କରିଛନ୍ତି । ସ୍ଥାନୀୟ ପ୍ରଶାସନ ସହିତ ମିଶି ନିଜ ନିଜ ଅଂଚଳରେ ସ୍ୱୟଂସେବକମାନେ ସ୍ୱଚ୍ଛତା ଅଭିଯାନ ଚଳାଇଛନ୍ତି । କେରଳର କୋଲିକୋଡ ସ୍ଥିତ ସରକାରୀ ମେଡିକାଲ କଲେଜର ହଷ୍ଟେଲ ଓ ଶୌଚାଳୟଗୁଡିକ ସ୍ୱୟଂସେବକମାନେ ସଫା କରିଛନ୍ତି । ବେଙ୍ଗଲୁରର ରାଜେଶ୍ୱରୀ ନଗରରେ ଅନେକ ପରିବାରକୁ କରୋନା କିଟ୍ ଦିଆଯାଇଛି ।

Comments
Post a Comment