କରୋନା ମହାସଂକଟକୁ ପରାସ୍ତ କରିବା ପାଇଁ ଦୈବି ଶକ୍ତିଙ୍କୁ ସ୍ମରଣ କରିବା ପାଇଁ ସନ୍ଥ ସମାଜର ଆହ୍ୱାନ


ନୂଆଦିଲ୍ଲୀ,୨୭/୩ : ଆମ ଦେଶ କରୋନା ନାମକ ଘାତକ ଭୂତାଣୁ  ସହିତ ମୁକାବିଲା କରୁଛି । ବିଶ୍ୱର ଅନେକ ଦେଶରେ ଏହି ମହାମାରୀ ବ୍ୟାପିଯାଇଛି । ଏହି ବେମାରୀର ମୁକାବିଲା କରିବା ସହିତ କରୋନା ଭୂତାଣୁକୁ ପରାସ୍ତ କରିବା ପାଇଁ କେନ୍ଦ୍ର ସରକାର ଓ ସମସ୍ତ ରାଜ୍ୟ ସରକାରମାନେ ସମୟପୋଯୋଗୀ ଆବଶ୍ୟକ ପଦକ୍ଷେପମାନ ନେଉଛନ୍ତି । ସାରା ଦେଶ ଏକଜୁଟ ହୋଇ ଏହି କାର୍ଯ୍ୟରେ ପ୍ରଶାସନକୁ  ପୂର୍ଣ୍ଣ ସହଯୋଗ କରୁଛନ୍ତି । ବିଶ୍ୱହିନ୍ଦୁ ପରିଷଦ ସହିତ ଅନେକ ସଂଗଠନ  ଏହି ସଂକଟ ସମୟରେ ମଧ୍ୟ ସେବାକାର୍ଯ୍ୟ ପାଇଁ ସରକାରଙ୍କ ସହିତ ସହଯୋଗରେ ଅଛନ୍ତି ।
ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ସଦସ୍ୟ, ଅଖଣ୍ଡ ପରମଧାମ, ହରିିଦ୍ୱାରର ଯୁଗପୁରୁଷ ପରମାନନ୍ଦ ଜୀ  ମହାରାଜ, ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଅଧ୍ୟକ୍ଷ ତଥା ମଣିରାମ ଦାସ ଛାଉଣୀ ଅଯୋଧ୍ୟାର ମହନ୍ତ ନୃତ୍ୟଗୋପାଳ ଦାସ, ବିଶ୍ୱହିନ୍ଦୁ ପରିଷଦର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତୀ  ବିଷ୍ଣୁ ସଦାଶିବ କୋକଜେ, ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ଆଇନଜୀବୀ ଆଲୋକ କୁମାର ମତ ଦେଇଛନ୍ତି ଯେ, ଭାରତ ଏକ ଆଧ୍ୟାତ୍ମିକ ଦେଶ । ଏହି ସଂକଟକୁ ସାମନା କରିବା ପାଇଁ ଦୈବି ଶକ୍ତି ମଧ୍ୟ ମହତ୍ୱପୂର୍ଣ୍ଣ । ଆମେ  ସଂପୂର୍ଣ୍ଣ ଦେଶବାସୀଙ୍କୁ ନିବେଦନ କରୁଛୁକି  ଏହି କଠିନ ସମୟରେ  ନିଜର ଦୈବି ଶକ୍ତିଙ୍କୁ ଆହ୍ୱାନ କରନ୍ତୁ । ଅଧ ଘଣ୍ଟା ପାଇଁ  ପ୍ରତ୍ୟେକ ପରିବାର ନିଜ ନିଜର ଇଷ୍ଟଦେବଙ୍କୁ ସ୍ମରଣ କରନ୍ତୁ ଏବଂ ଶେଷରେ ଏକ ମାଳା ବିଜୟ ମହାମନ୍ତ୍ର (ଶ୍ରୀରାମ ଜୟ ରାମ ଜୟ ଜୟ ରାମ ) ଜପ କରନ୍ତୁ । ଆମର ଦୃଢ ବିଶ୍ୱାସ ସେହି ଦୈବି ଶକ୍ତିଙ୍କ ଦ୍ୱାରା ଏହି ମହା ସଂଗ୍ରାମରେ ଆମେ ଅବଶ୍ୟ ବିଜୟୀ ହେବୁ ।










नई दिल्ली. हमारा देश कोरोना नामक घातक बीमारी का सामना कर रहा है. विश्व के कई देशों में इस महामारी के फैलने के दुष्परिणाम देखे जा चुके हैं. भारत सरकार एवं सभी राज्य सरकारें इसको परास्त करने के लिए समयोचित आवश्यक कार्रवाई कर रही हैं. सौभाग्य से सम्पूर्ण देश एकजुट होकर प्रशासन का पूर्ण सहयोग कर रहा है. विश्व हिन्दू परिषद् सहित अनेक संस्थाएं भी संकट के इस काल में अपनी सेवाएं दे रही हैं.
भारत आध्यात्मिक देश है. ऐसे संकटों का सामना करने में दैवीय शक्तियाँ भी महत्वपूर्ण होती हैं. अतः हम सम्पूर्ण देश से अपील करते हैं कि इस कठिन काल में वे अपनी दैवीय शक्तियों का आह्वान करें. केवल आधे घंटे के लिए प्रत्येक परिवार सामूहिक रूप से अपने-अपने ईष्ट देव का स्मरण करे व अन्त में एक माला ‘विजय महामंत्र’ (श्रीराम जय राम जय जय राम) का जाप करे. हमारा दृढ़ विश्वास है कि अपनी परा-अपरा शक्तियों के योग से इस महासंग्राम में हम अवश्य विजयी होंगे.
1). युगपुरुष परमानन्द जी महाराज, अखण्ड परमधाम, हरिद्वार, सदस्य – श्रीराम जन्मभूमि तीर्थ क्षेत्र
2). महंत नृत्यगोपाल दास जी महाराज, मणिरामदास छावनी, अयोध्या, अध्यक्ष –श्रीराम जन्मभूमि तीर्थ क्षेत्र
3). न्यायमूर्ति विष्णु सदाशिव कोकजे, अध्यक्ष-विश्व हिन्दू परिषद
4). एडवोकेट आलोक कुमार, कार्याध्यक्ष, विश्व हिन्दू परिषद

Comments