ଆରଏସଏସ ବଡବିଲ ଦ୍ୱାରା ସେବାକାର୍ଯ୍ୟ
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବଡବିଲ ଓ ମାରୁୱାଡି ଯୁବ ମଂଚ ତରଫରୁ ଗାଁ ଗାଁ ବୁଲି ପରିବା ସେବା ଯୋଗାଇ ଦିଆଯାଉଥିବା ବେଳେ ମଙ୍ଗଳବାର ଦିନ କରିବୁର ଛକରେ ଏକ ପରିବା ବଜାର ଖୋଲାଯାଇଛି ।
ଘଟଗାଁର ସ୍ୱୟଂସେବକମାନେ ତିନି ଦିନ ଧରି ମନ୍ଦିର ନିକଟରେ ବସୁଥିବା ୩୦ ଜଣ ଭିକାରୀ ପରିବାରକୁ ରନ୍ଧାଖାଦ୍ୟ ଯୋଗାଇ ଦେଉଛନ୍ତି ।
ଯୋଡାରେ ସ୍ୱୟଂସେବକମାନେ ରାମଚନ୍ଦ୍ରପୁର, ମିରିଗି, ଖୋଜ, ଶଙ୍କରପୁର ଆଦି ଗ୍ରାମରେ ୨୦୦ରୁ ଅଧିକ ଖାଦ୍ୟ ପୁଡିଆ ବିତରଣ କରିଛନ୍ତି । ଏଥି ସହିତ ଶୁଖିଲା ଖାଦ୍ୟ ଓ ଔଷଧ ମଧ୍ୟ ବିତରଣ କରାଯାଇଛି ।
ହରିଚନ୍ଦନପୁର ଖଣ୍ଡ ମନହରପୁର ପଂଚାୟତର ସତ୍ୟପାଲ ଗ୍ରାମରେ ସ୍ୱୟଂସେବକମାନଙ୍କ ତରଫରୁ ୧୦ଟି ନଳକୂପକୁ ସଫା କରିଛନ୍ତି ।
ହରିଚନ୍ଦନପୁର ବ୍ଲକର ସିନବେଲା ହାତିଆନାଳି ମୁଣ୍ଡାସାହିରେ ୧୦ଟି ପରିବାରକୁ ସ୍ୱୟଂସେବବମାନେ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି ।

Comments
Post a Comment