ଭୁବନେଶ୍ୱର,୨୧ା୪ : ଓଡ଼ିଶାର କରୋନା ଯୁଦ୍ଧକୁ ସାଥ ଦେବା ପାଇଁ ଆଗେଇ ଆସିଛନ୍ତି ମଠ, ମନ୍ଦିର । ରାଜ୍ୟର ୬୨ଟି ମଠ, ମନ୍ଦିର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ କରୋନା ସହାୟତା ପ୍ରଦନା କରାଯିବ । ଦେବୋତ୍ତର କମିଶନରଙ୍କ ଜରିଆରେ ଦେବେ ୧ କୋଟି ୩୭ ଲକ୍ଷ ଟଭ୍କା । ଘଟଗାଁ ତାରିଣୀ, ରାୟଗଡା ମଝି ଘରିଆଣି ମନ୍ଦିର ପକ୍ଷରୁ ୨୦ ଲକ୍ଷ ଲେଖାଏଁ ଟଙ୍କା ଦିଆଯିବ । ସତ୍ୟବାଦୀ ଗୋପୀନାଥ ଦେବ ୨୦ ଲକ୍ଷ । କାକଟପୁର ମଙ୍ଗଳା ମନ୍ଦିର ପକ୍ଷରୁ ୧୦ଲକ୍ଷ ଟଙ୍କା ଦିଆଯିବ । ଜଗତସିଂହପୁର ଗୋରଖନାଥ ୧୦ଲକ୍ଷ, କ୍ଷୀରଚୋରା ଗୋପୀନାଥ ମନ୍ଦିର ପକ୍ଷରୁ ୫ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

Comments
Post a Comment