ଚମ୍ପୁଆ : କରୋନା ମହାମାରିକୁ ନେଇ ସାରାବିଶ୍ୱରେ ଆତଙ୍କ ଦେଖାଦେଇଥିବା ବେଳେ ତଥା ଏହାର ପ୍ରତିକାର ସରୂପ କେନ୍ଦ୍ର ଓ ରାଜ୍ୟ ସରକାର ବହୁବିଧି ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରଥମ ପର୍ଯ୍ୟୟ ପରେ ଦିତିୟ ପର୍ଯ୍ୟୟ ଲକଡାଉନ ଅବଧିକୁ ମେମାସ ୩ ତାରିଖ ପଯ୍ୟନ୍ତ କରାଯାଇଛି । ଏହି ଲକଡାଉନ ସମୟରେ ଅସୁବିଧାରେ ଥିବା ଅସହାୟଙ୍କୁ ସହାୟତାର ହାତ ବଢାଇଛନ୍ତି ବନବାସୀ କଲ୍ୟଣ ଆଶ୍ରମର ପ୍ରାନ୍ତ ଗ୍ରାମବିକାଶ ରାଜ୍ୟ ସଂଗଠକ ମହିରାମ ମହାନ୍ତ ଓ ଜିଲା ସମ୍ପାଦକ ଘନଶ୍ୟାମ ମହାନ୍ତ । ଚମ୍ପୁଆ ଏନଏସିର ୨ ନଂ ୱାର୍ଡ ପାଂଚପୋଖରିଆ ଠାରେ ଥିବା ଆଦିବାସୀ ବହୁଳ ମୁଣ୍ଡା ସାହିରେ ଅସହାୟଙ୍କୁ ଚାଉଳ, ତେଲ,ଲୁଣ, ପିଆଜ, ଆଳୁ ଓ ସାବୁନ ପ୍ରଦାନ କରିଛନ୍ତି । ଏହି ଆଦିବାସୀ ଶ୍ରେଣିର ଲୋକମାନେ ଦିତିୟ ପୟ୍ୟୟ ଲକଡାନ ଫଳରେ ଖାଦ୍ୟାଅଭାବ ସମ୍ମୁଖିନ ହେଉଥିଲେ । ପ୍ରାୟ ୧୧ଟି ପରିବାରର ୩୮ଜଣ ଲୋକଙ୍କୁ ଏହିସହାୟତା ପ୍ରଦାନ କରାଯାଇଥିବା ବେଳେ ଆଗାମି ଦିନରେ ଏହିକାର୍ଯ୍ୟ ଚାଲୁ ରହିବ ବୋଲି ଶ୍ରୀ ମହାନ୍ତ ସୂଚନା ଦେଇଛନ୍ତି ।

Comments
Post a Comment