ରାଉରକେଲା ମହାନଗର ରାଉଲକେଲାରେ ସେବାଭାରତୀ ପକ୍ଷରୁ ୨୬୯ ଜଣଙ୍କୁ େଓ÷ାଷଧ, ସାନିଟାଇଜର ବଟଲ୍ ୧୦୦ ଏମଲର ୫୦୦, ବଟଲ୍ ସାନିଟାଇଜର ପ୍ୟାଡ ୧୧୧୫ ଟା, ଗାଈମାନଙ୍କ ପାଇଁ ୩୦ କେଜିର ରୋଟି, ରନ୍ଧାଖାଦ୍ୟ ୩୪୦୬ ପ୍ୟାକେଟ୍ , ଶୁଖିଲା ଖାଦ୍ୟ ପ୍ୟାକେଟ୍ ୧୧୩, ,ଏବଂ ୭୦ ଜଣଙ୍କର ନିଶୁଳ୍କ ଚୁଟିକାଟିବା କାର୍ଯ୍ୟକ୍ରମ ବିଭନ୍ନ ସମୟରେ ପରିଚାଳିତ ହୋଇଥିଲା ଶତାଧିକ କାର୍ଯ୍ୟକର୍ତ୍ତା ଭାଗ ନେଇଥିଲେ ।
Comments
Post a Comment