ନୂଆଦିଲ୍ଲୀ,୧୮ା୪ : ତବଲିଗ୍ ଜମାତ ପାଇଁ ଦେଶର ୨୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ କରୋନା ସଂକ୍ରମଣର ମୂଳଦୁଆ ପଡିଛି । ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ତଥ୍ୟ ଦିଆଯାଇଛି । ଏପର୍ଯ୍ୟନ୍ତ ଦେଶରେ ପଜିଟିଭ ଚିହ୍ନଟ ହୋଇଥିବା ୧୪,୩୭୮ ନମୁନା ମଧ୍ୟରୁ ତବଲିଗ୍ ଜମାତର ନିଜାମୁଦ୍ଦିନ୍ ଲିଙ୍କ୍ରୁ ୪,୨୯୧ ସଂକ୍ରମଣ ରିପୋର୍ଟ ମିଳିଛି । ଦେଶର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟରୁ ପାଖାପାଖି ୩୦% କେବଳ ତବଲିଗ୍ ଜମାତ ପାଇଁ । ଅନ୍ୟପଟେ ଯେଉଁ ପ୍ରମୁଖ ରାଜ୍ୟ ଗୁଡିକ ଏବେ କରୋନା ଦ୍ୱାରା ସବୁଠୁ ବେଶୀ ଆକ୍ରାନ୍ତ ସେଠାରେ ତବଲିଗ୍ ଜମାତ ପାଇଁ ସ୍ଥିତି ଅଧିକ ଜଟିଳ ହୋଇଛି । ତାମିଲନାଡୁରେ ୮୪%, ଦିଲ୍ଲୀରେ ୬୩%, ତେଲେଙ୍ଗାନାରେ ୭୯%, ଉତରପ୍ରଦେଶରେ ୫୯% ଏବଂ ଆନ୍ଧ୍ରପ୍ରଦେଶରେ ୬୧% ଘଟଣା କେବଳ ତବଲିଗ୍ ଜମାତ ଲିଙ୍କ୍ରେ ଥିବା ଜଣାପଡିଛି ।

Comments
Post a Comment