ସେବାଭାରତୀ ଓଡିଶା ପଶ୍ଚିମର ରକ୍ତଦାନ ଶିବିର

ସମ୍ବଲପୁର ଜିଲ୍ଲା, ଧନକଭଡା ବ୍ଲକରେ ସେବାଭାରତୀ ଓଡିଶା ପଶ୍ଚିମର ଏକ ରକ୍ତଦାନ ଶିବିର ସରସ୍ୱତୀ ଶିଶୁ ମନ୍ଦିର ଗୋବିନ୍ଦପାଲି ଠାରେ ଅନୁଷ୍ଠିତ ହୋଇଯାଇଛି । ଶାନ୍ତିନଗର ସମ୍ବଲପୁର ଠାରେ ମହିଳା ମାନଙ୍କ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ଓ ମାସ୍କ ବଣ୍ଟନ କରାଯାଇଥିଲା । ବିଭିନ୍ନ ସ୍ଥାନରେ ଖାଦ୍ୟପୁଡିଆ େଓା÷ଷଧ ତଥା ଫଳ ବଣ୍ଟନ କରାଯାଇଥିଲା ।

Comments