ବର୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ସମଗ୍ର ଦେଶରେ କରୋନା ସଂକ୍ରମଣକୁ ରୋକିବା ଲାଗି ଲକ୍ଡଡାଉନ୍ କରାଯାଇଥିବାରୁ ଜମ୍ମୁ-କାଶ୍ମୀରରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ମଧ୍ୟ ଅକଳିଆରେ ପଡ଼ିଯାଇଛନ୍ତି । ସେମାନେ ଯେଉଁଠାରେ ଆତ୍ମଗୋପନ କରିଛନ୍ତି ଯଦି ସେଠାରେ ସେମାନଙ୍କୁ କୌଣସି ଜିନିଷର ଆବଶ୍ୟକତା ପଡ଼ୁଛି ତା’ହେଲେ ସେମାନେ କାହାକୁ ବାହାରକୁ ପଠାଇ ପାରୁନାହାନ୍ତି ଏବଂ ବାଧ୍ୟ ହୋଇ ବାହାରକୁ ବାହାରୁଛନ୍ତି । ଯାହାର ଫାଇଦା ଉଠାଇ ସୁରକ୍ଷାକର୍ମୀମାନେ ସେମାନଙ୍କୁ ସହଜରେ ନିପାତ କରିପାରୁଛନ୍ତି । ଏଣୁ କରୋନା ଜନିତ ଲକ୍ଡାଉନ୍ ଏବେ ଘାଟିରେ ଆତ୍ମଗୋପନ କରିଥିବା ଆତଙ୍କବାଦୀଙ୍କ ପାଇଁ ନୂତନ ସମସ୍ୟା ସୃଷ୍ଟି କରିଛି ।

Comments
Post a Comment