ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ବଡମ୍ବାର ମାସ୍କ ବଣ୍ଟନ

ବଡ଼ମ୍ବାରେ ସେବା
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ବଡମ୍ବାର ସ୍ୱୟଂସେବକମାନଙ୍କ ଦମକଳ କେନ୍ଦ୍ର କର୍ମଚାରୀଙ୍କୁ ମାସ୍କ ବଣ୍ଟନ ସହିତ ସୁନାପାଳ, ବଡମ୍ବା ହାଟ, ବୃନ୍ଦାବନପୁର ଓ ଗୋପମଥୁରା ଆଦିରେ ମାସ୍କ ବଣ୍ଟନ ସହିତ ସଚେତନାତା କାର୍ଯ୍ୟକ୍ରମ । ଜିଲ୍ଲା ମୁଖ୍ୟ ମାର୍ଗପ୍ରମୁଖ- ରମେଶ ଚନ୍ଦ୍ର ବେହେରା (ଲିଟୁଭାଇ) ଖଣ୍ଡ କାର୍ଯ୍ୟବାହ - ମାନସ ରଞ୍ଜନ ଘଡେଇ, ମଣ୍ଡଳ କାର୍ଯ୍ୟବାହ - ପ୍ରମୋଦ କୁମାର ଧଳ, ମାଧବ ଚନ୍ଦ୍ର ଦଳେଇ, ଚିନ୍ମୟ ଖୋଜି, ପ୍ରହଲ୍ଲାଦ ମଲ୍ଲିକ ।

Comments