ମହାମାରୀ କରୋନା ଦେଶରେ କାୟା ବିସ୍ତାର କରି ଚାଲିଛି । କରୋନା ଭାଇରସ ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ କେନ୍ଦ୍ର ସରକାର ଲକଡାଉନ୍ ଅବଧି ବୃଦ୍ଧି କରିଛନ୍ତି । ମାତ୍ର ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି କଠୋର ଓ ଜରୁରୀ ପଦକ୍ଷେପକୁ ବିରୋଧୀ ଦଳଗୁଡ଼ିକ ଅତି ହାଲୁକା ଭାବେ ଗ୍ରହଣ କରିୁଥିବା ଦେଖାଯାଉଛି । କରୋନା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମସ୍ତ କଲ୍ୟାଣଭିତିକ ନିଷ୍ପତିକୁ ବିରୋଧୀମାନେ ସମାଲୋଚନା ଓ ବିରୋଦ କରି ଆସୁଥିଲାବେଳେ କରୋନାବେଳେ ମଧ୍ୟ ସେମାନେ ତାଙ୍କର ପ୍ରକୃତି ଛାଡ଼ିନାହାନ୍ତି । ଏହାର ଜ୍ୱଳନ୍ତ ଉଦାହରଣ କର୍ଣ୍ଣାଟକରେ ଦେଖିବାକୁ ମିଳିଛି ଯେଉଁଠାରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀଙ୍କ ପୁଅ ନିଖିଲ କୁମାରସ୍ୱାମୀଙ୍କ କଂଗ୍ରେସର ପୂର୍ବତନ ମନ୍ତ୍ରୀ ଏମ କ୍ରିଷ୍ଣାପ୍ପାଙ୍କ ନାତୁଣୀ ରେବତୀଙ୍କ ସହିତ ବହୁ ଆଡ଼ମ୍ବରରେ ବିବାହ ସମ୍ପନ୍ନ ହୋଇଛି । ରାମନଗର ଜିଲ୍ଳା ସ୍ଥିତ ଏକ ଫାର୍ମ ହାଉସ୍ରେ ଏହି ଭିଭିଆଇପି ମ୍ୟାରେଜ ହୋଇଛି

Comments
Post a Comment