ବାଲେଶ୍ୱର ଜିଲ୍ଲା ଗ୍ରାମବିକାଶ ତରଫରୁ ସେବା କାର୍ଯ୍ୟ

ବାଲେଶ୍ୱର ଜିଲ୍ଲା ଗ୍ରାମବିକାଶ ତରଫରୁ ବିଭିନ୍ନ ସମୟରେ ସେବା କାର୍ଯ୍ୟ ସ୍ୱଦେଶୀ ସାନିଟାଇଜର ମାଧ୍ୟମରେ କାର୍ଯ୍ୟ ହୋଇଥିଲା । ବଡ଼କିଆ, ପୁଣ୍ଡରା, ସାଳନ୍ଦା ଇତ୍ୟାଦି ପଞ୍ଚାୟତର ସମସ୍ତ ଗ୍ରାମଗୁଡ଼ିକ ଅନ୍ତର୍ଭୁକ୍ତ ଥିଲା । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ବାଲେଶ୍ୱର ନଗରରେ ରନ୍ଧା ଖାଦ୍ୟ, ମାକ୍ସ ବଣ୍ଟନ ତଥା ଜଳେଶ୍ୱରରେ ରନ୍ଧା ଖାଦ୍ୟ ୧୦,୦୦୦ ରୁ ଊଦ୍ଧ୍ୱ ଲୋକଙ୍କ ପାଇଁ ପ୍ରସ୍ତୁତ ହୋଇଥିଲା ।

Comments