ଭବାନୀପାଟଣା ସେବାଭାରତୀଙ୍କ ପକ୍ଷରୁ ୧୦୦୦ ରୁ ଉର୍ଦ୍ଧ୍ୱ ମାସ୍କ ବଣ୍ଟନ

ଭବାନୀପାଟଣା ଭବାନୀପାଟଣା ନାକ୍ଟିଗୁଡା ଊ.ଓ.ଋ.ଞ ପଡିଆର ସହିଦ୍ ଭଗତସିଂହ ସଂଯୁକ୍ତ ଶାଖାର ସ୍ୱୟଂ ସେବକଙ୍କ ଦ୍ୱାରା ଓ ମହିଳା କାର୍ଯ୍ୟକର୍ତ୍ତା ସେବାଭାରତୀଙ୍କ ପକ୍ଷରୁ ଜୟପାଟଣାରେ ସର୍ବମୋଟ ୧୦୦୦ ରୁ ଉର୍ଦ୍ଧ୍ୱ ମାସ୍କ ବଣ୍ଟନ କରାଯାଇଥିଲା ।

Comments