ନୂଆଦିଲ୍ଲୀ: କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ଶୁକ୍ରବାର ପୂରଣ ହୋଇଛି । ଏହି ଅବସରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଏକ ବାର୍ତ୍ତା ଜରିଆରେ ଉଦ୍ବୋଧନ ଦେଇ କହିଛନ୍ତି ଯେ, ‘ଆଜକୁ ଏକ ବର୍ଷ ପୂର୍ବେ ଭାରତୀୟ ଗଣତନ୍ତ୍ରର ଇତିହାସେର ଏକ ନୂଆ ସ୍ୱଣ୍ଣିର୍ମ ଅଧ୍ୟାୟ ଯୋଡ଼ି ହୋଇଥିଲା । ଦେଶେର ବହୁ ଦଶନ୍ଧି ପେର କୌଣସି ସଂଖ୍ୟାଗରିଷ୍ଠ ସରକାରଙ୍କୁ ଲଗାତାର ଦ୍ୱିତୀୟ ଥର ପାଇଁ ଦେଶବାସୀ ପୂର୍ଣ୍ଣ ବହୁମତ ସହିତ ଶାସନ ଭାର ଅପର୍ଣ କରିଥେିଲ । ଏହି ଅଧ୍ୟାୟ ରଚନା କରିବୋର ଆପଣମାନଙ୍କର ବହୁତ ବଡ଼ ଭୂମିକା ରହିଛି । ଏଭଳି ସ୍ଥିତିରେ ଆଜିର ଏ ଦିନ ଆପଣମାନଙ୍କୁ, ଭାରତ ଓ ଭାରତୀୟ ଗଣତନ୍ତ୍ର ପ୍ରତି ଆପଣମାନଙ୍କ ନିଷ୍ଠାକୁ ପ୍ରଣାମ କରିବା ଲାଗି ମୋ ପାଇଁ ଏକ ଅବସର ଆଣିଛି । ସାଧାରଣ ପରିସ୍ଥିତି ହୋଇଥେିଲ ମୋତେ ଆପଣମାନଙ୍କ ଗହଣକୁ ଆସି ଦଶର୍ନ କରିବାର ସୌଭାଗ୍ୟ ମିଳିଥାନ୍ତା । ବିଶ୍ୱ ମହାମାରୀ କେରାନା କାରଣରୁ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ପରିସ୍ଥିତିରେ ମୁଁ ଏହି ପତ୍ର ମାଧ୍ୟମରେ ଆପଣମାନଙ୍କ ଚରଣରେ ପ୍ରଣାମ କରି ଆଶୀର୍ବାଦ ନେବା ଲାଗି ଆସିଛି । ବିଗତ ବର୍ଷ ସାରା ଆପଣମାନଙ୍କ ସ୍ନେହ, ଶୁଭାଶୀଷ ଏବଂ ଆପଣମାନଙ୍କ ସକ୍ରିୟ ସହେଯାଗ ମୋତେ ନିରନ୍ତର ଏକ ନୂଆ ଶକ୍ତି, ପ୍ରେରଣା ପ୍ରଦାନ କରିଥିଲା । ଏହି ଅବସରରେ ଆପଣମାନେ ଗଣତନ୍ତ୍ରର ଯେଉଁ ସାମୂହିକ ଶକ୍ତିର ପ୍ରଦଶର୍ନ କେଲ ତାହା ଆଜି ସାରା ବିଶ୍ୱ ପାଇଁ ଏକ ଉଦାହରଣ ହୋଇପାରିଛି ।

Comments
Post a Comment