ମହାକାଳପଡା,: ଆଜି ମହାକାଳପଡ଼ା ବ୍ଳକର ବାତ୍ୟା ପ୍ରଭାବିତ ଅଂଚଳ ଭାରତୀୟ ଜନତା ପାର୍ଟି ଜିଲ୍ଲା ସ୍ତରୀୟ ପ୍ରତିନିଧି ଦଳ ଗ୍ରସ୍ତ କରିଥିଲେ । ବ୍ଳକର ରାଜଗଡ଼, ଅଳାଇଲୋ, ଦେଉଳପଡ଼ା, ବଳିପାଳ, ଗଗୁଆ, ଲାଞ୍ତଜୁଡ଼ା, ସୁନିତି, ଜମ୍ବୁ ପ୍ରଭୃତି ପଂଚାୟତର ବିଭିନ୍ନ ଗ୍ରାମ ଗ୍ରସ୍ତ କରି ବାତ୍ୟା ପ୍ରଭାବିତ ଲୋକମାନଙ୍କୁ ଭେଟିଥିଲେ । ରାଜ୍ୟ ଭାଜପାର ଉପସଭାପତି ଭୁବନ ମୋହନ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜସୁନ୍ଦର ଭୂୟାଁ, ଜିଲ୍ଲା ପରିଷଦ ସଭ୍ୟ ରେଶମୀ ଚକ୍ରବର୍ତୀ, ସନ୍ତୋଷ ଜେନା, ଦେବାଶିଷ ଦାସ, ନାରଦ ବିଶ୍ୱାଳ ଓ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପବିତ୍ର ପରିଡ଼ା, ବିକ୍ରମ କେଶାରୀ ରାଉତରାୟ, ଜିଲ୍ଲା ସମ୍ପାଦକ ହେମନ୍ତ ପରିଡ଼ା, କରୁଣାକର ବିଶ୍ୱାଳ, ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ସୁକାନ୍ତ ଦାସ, ଭୁବନ ସିଂ, ଗୋବିନ୍ଦ ତରାଇ, ସନ୍ନ୍ୟାସୀ ହାଉଲି, ପତିତ ଦାସ ଓ ଚିତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ସହାୟତା ଦେବାକୁ ପ୍ରତିନିଧି ଦଳ ଦାବି କରିଛି ।

Comments
Post a Comment