ବନ୍ଧମୁଣ୍ଡା, ୩୧ ।୫ : ରାଉରକେଲା ପୋଲିସ ଜିଲ୍ଲା ଅଧିନରେ ଥିବା ବନ୍ଧମୁଣ୍ଡା ଥାନା ଅଞ୍ଚଳର ତଲକାନଗର ସମ୍ମୁଖ ଦେଇ ଯାଇଥିବା ରାସ୍ତାରେ ଆଜି ସକାଳେ ମହମ୍ମଦ ଅସଲମ ନାମକ ଜଣେ ବ୍ୟକ୍ତି ଏକ ସାଇକେଲର ଆଗ ଓ ପଛରେ ୩ଟି ବ୍ୟାଗରେ ବିପୁଳ ପରିମାଣର ଗାଈ ମାଂସ ରଖି ରାଉରକେଲ ଅଭିମୁଖେ ଆସୁଥିବାବେଳେ ବାଟରେ ବଜରଙ୍ଗ ଦଳର କର୍ମୀମାନଙ୍କ ହାବୁଡରେ ପଡିଯାଇଥିଲେ । ପରେ ବଜରଙ୍ଗ ଦଳର କର୍ମୀମାନଙ୍କଠାରୁ ସୂଚନା ପାଇଁ ପୋଲିସ ପହଞ୍ôଚ ଗୋ ମାଂସ ଭର୍ତ୍ତି ବ୍ୟାଗ ସମେତ ଗାଈ ମାଂସ ନେଉଥିବା ମହମ୍ମଦ ଅସଲମକୁ ଥାନାକୁ ନେଇ ବଜରଙ୍ଗ ଦଳରସଦସ୍ୟଙ୍କ ଅଭିଯୋଗକ୍ରମେ ଏକକେସ ରୁଜୁ କରି ତଦନ୍ତ ଚଳାଇଛି । ଏଠାରେ ସୂଚନାଯୋଗ୍ୟ କି ଗତ ଏକମାସ ମଧ୍ୟରେ ରାଉରକେଲା ପୋଲିସ
ଜିଲ୍ଲା ଅଞ୍ଚଳରେ ଥିବା ତଥାପାନପୋଷ ଉପଖଣ୍ଡ ଅଧିନରେ ଥିବାପ୍ଲାଣ୍ଟସାଇଟ୍ ଥାନା, ସେକ୍ଟର ୧୫ଥାନା ବିଶ୍ରା ଥାନା ଏବଂ ବନ୍ଧମୁଣ୍ଡାଆଦି ଥାନା ଅଞ୍ଚଳର ଗାଈ ମାଂସଜବତ ହେବା ଏହା ୫ମ ଘଟଣା ।
Comments
Post a Comment