ପୂର୍ବତଟ ରେଳପଥ ପରିସୀମାକୁ ଶ୍ରମିକ ସ୍ପେସିଆଲ ଏକ୍ସପ୍ରେସ ଟ୍ରେନଗୁଡିକ ମାଧ୍ୟମରେ ତିନି ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ,ପର୍ଯଟକ,ଛାତ୍ରଛାତ୍ରୀ ସେମାନଙ୍କ ଘରକୁ ପ୍ରତ୍ୟାବର୍ତନ କରିପାରିଛନ୍ତି । ଏହି କୋଭିଡ-୧୯ ମହାମାରୀ ସଂକ୍ରମଣ ଯୋଗୁ ଲକ୍ ଡାଉନ୍ ଫଳରେ ବଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକ,ପର୍ଯଟକ,ଛାତ୍ରଛାତ୍ରୀମାନେ ନଜର ଗୃହକୁ ଫେରିବା ନିମନ୍ତେ ଶ୍ରମିକ ଟ୍ରେନ୍ ଗୁଡିକର ଛଳାଚଳ ମଇ ପହିଲା ୨୦୨୦ ଠାରୁ ଆରମ୍ଭ ହୋଇଛି ।ରାଜ୍ୟ ସରକାରଙ୍କ ଚାହିଦା ଅନୁସାରେ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଯେତେବେଳେ ଯେଉଁ ମୁହୂର୍ତ୍ତରେ ଆବଶ୍ୟକ ଅନୁସାରେ ପ୍ରଦାନ କରାଯାଉଛି । ସୁପ୍ରିମ କୋର୍ଟ ଙ୍କ ନିର୍ଦେଶନୁଯାୟୀ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରେ ପଂହଁଚାଇବା କାର୍ଯ୍ୟ ୨୪ ଜୁନ, ୨୦୨୦ ସୁଦ୍ଧା ସମାପ୍ତ ହୋଇଯିବାର ଥିଲା କ୍ଷ ପୂର୍ବ ତଟ ରେଳପଥ ରେ ଏହି କାର୍ଯ୍ୟ ସମୟ ସୀମା ମଧ୍ୟରେ ପ୍ରାୟ ସମାପ୍ତ ହେଇଯାଇଛି, ଯେହେତୁ ବିଭିନ୍ନ ରାଜ୍ୟ ରୁ ପୂର୍ବ ତଟ ରେଳପଥ କୁ ଆସିବା ପାଇଁ ଥିବା ଶ୍ରମିକ ସ୍ପେସିଆଲ ଟ୍ରେନ ଗୁଡିକର ସଂଖ୍ୟା ଅତିକମ ପୂର୍ବ ତଟ ରେଳପଥ ମଧ୍ୟ ଓଡିଶା, ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ ରାଜ୍ୟ ରୁ ବିଭିନ୍ନ ରାଜ୍ୟକୁ ଶ୍ରମିକ ସ୍ପେସିଆଲ ଟ୍ରେନ ପଠେଇବାର ଆବଶ୍ୟକତା କୁ ପୂରଣ କରିପାରିଛି କ୍ଷ ପୂର୍ବତଟ ରେଳପଥ ମେ, ୨୦୨୦ ର ପ୍ରଥମ ସପ୍ତାହରୁ ଏହାର ଅଧିକାର କ୍ଷେତ୍ର ଅଧିନରୁ ପାଖାପାଖି ୬୩୪ଟି ଶ୍ରମିକ ସ୍ପେସିଆଲ ଟ୍ରେନ ପରିଚାଳନା କରିଛି କ୍ଷ ଏଥି ମଧ୍ୟରୁ ୨୫୦ଟି ଶ୍ରମିକ ସ୍ପେସିଆଲ ଟ୍ରେନ ବାହାର ରାଜ୍ୟରୁ ପୂର୍ବତଟ ରେଳପଥ ଅଧିକାର କ୍ଷେତ୍ରକୁ ଆସିଛି । ୧୪ ଟି ଶ୍ରମିକ ସ୍ପେସିଆଲ ଟ୍ରେନ ଗୁଡିକୁ ପୂର୍ବ ତଟ ଅଧିନ ରେ ଥିବା ବିଭିନ୍ନ ସ୍ଥାନରୁ ଯଥା ସମ୍ବଲପୁର ରୁ ଗୋଟିଏ, ଭୁବନେଶ୍ୱର ତଟ ରେଳପଥ ମଧ୍ୟ ଓଡିଶା, ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ ରାଜ୍ୟ ରୁ ବିଭିନ୍ନ ରାଜ୍ୟକୁ ଶ୍ରମିକ ସ୍ପେସିଆଲ ଟ୍ରେନ ପଠେଇବାର ଆବଶ୍ୟକତା କୁ ପୂରଣ କରିପାରିଛି । ପୂର୍ବ ତଟ ରେଳପଥ ମେ, ୨୦୨୦ ର ପ୍ରଥମ ସପ୍ତାହ ରୁ ଏହାର ଅଧିକାର କ୍ଷେତ୍ର ଆଧିନରୁ ପାଖାପାଖି ୬୩୪ଟି ଶ୍ରମିକ ସ୍ପେସିଆଲ ଟ୍ରେନ ପରିଚାଳନା କରିଛି କ୍ଷ ଏଥି ମଧ୍ୟରୁ ୨୫୦ଟି ଶ୍ରମିକ ସ୍ପେସିଆଲ ଟ୍ରେନ ବାହାର ରାଜ୍ୟ ରୁ ପୂର୍ବତଟ ରେଳପଥ ଅଧିକାର କ୍ଷେତ୍ର କୁ ଆସିଛି । ୧୪ ଟି ଶ୍ରମିକ ସ୍ପେସିଆଲ ଟ୍ରେନ ଗୁଡିକୁ ପୂର୍ବତଟ ଅଧିନରେ ଥିବା ବିଭିନ୍ନ ସ୍ଥାନରୁ ଯଥା ସମ୍ବଲପୁର ରୁ ଗୋଟିଏ, ଭୁବନେଶ୍ୱରରୁ ଦୁଇଟି ଅନ୍ୟ ସବୁ ବିଶାଖାପାଟଣାରୁ ବିଭିନ୍ନ ସ୍ଥାନ ମାନଂକୁ ପଠା ଯାଇଛି କ୍ଷ ଗୁଜୁରାଟ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, ଦିଲ୍ଲୀ ଓ ଆନ୍ଧ୍ର ପ୍ରଦେଶ ରୁ ଏହି ଟ୍ରେନ ଗୁଡିକ ଓଡିଶାକୁ ଆସିଥିଲା । ପ୍ରାୟ ୩୭୨ଟି ଶ୍ରମିକ ସ୍ପେସିଆଲ ଟ୍ରେନ ମଧ୍ୟ ପୂର୍ବତଟ ରେଳପଥର ମାର୍ଗରେ ସୁରକ୍ଷିତ ରୂପେ ଚଳାଚଳ କରିଥିଲା, ଯେଉଁଗୁଡିକରେ ପୂର୍ବତଟ ରେଳପଥର ବିଭିନ୍ନ ଷ୍ଟେସନମାନଙ୍କରେ ଖାଦ୍ୟ ତଥା ଅନ୍ୟାନ୍ୟ ସୁବିଧା ପ୍ରଦାନ କରା ଯାଇଥିଲା । ଯେତେବେଳେ ବି ଆବଶ୍ୟକତା ହେବ ଶ୍ରମିକ ସ୍ପେସିଆଲ ଟ୍ରେନ ଯୋଗାଇ ଦେବା ନିମନ୍ତେ ସମସ୍ତ ରାଜ୍ୟ ସରକାର ମାନଙ୍କୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଆଶ୍ୱାସନା ଦିଆ ଯାଇଛି । ଆଇ.ଆର.ସି.ଟି.ସି ସହଯୋଗରେ ଶ୍ରମିକ ସ୍ପେସିଆଲ ଟ୍ରେନ ମାନଙ୍କରେ ପୂର୍ବ ତଟ ରେଳପଥ ପକ୍ଷରୁ ୧୨ ଲକ୍ଷ ରୁ ଅଧିକ ନିଃଶୁଳ୍କ ଖାଦ୍ୟ ଓ ପାଣି ବୋତଲ ଯାତ୍ରୀମାନଙ୍କୁ ଯୋଗାଇ ଦିଆ ଯାଇଥିଲା କ୍ଷ ଏହି ଶ୍ରମିକ ଟ୍ରେନ ଗୁଡିକ ଯାତ୍ରା କରୁଥିବା ସମୟରେ ରେଳପଥର ଡାକ୍ତର ଓ କର୍ମଚାରୀମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ସୁରକ୍ଷିତ ରୂପେ ପ୍ରସବ ହୋଇ ଅନେକ ନବଜାତ ଶିଶୁ ଙ୍କ ଜନ୍ମ ହେବାର ଆନନ୍ଦମୟ ସ୍ମରଣୀୟ ଘଟଣାମାନ ଘଟିଥିଲା ରୁ ଦୁଇଟି ଅନ୍ୟ ସବୁ ବିଶାଖାପାଟଣାରୁ ବିଭିନ୍ନ ସ୍ଥାନ ମାନଙ୍କୁ ପଠା ଯାଇଛି । ଗୁଜୁରାଟ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, ଦିଲ୍ଲୀ ଓ ଆନ୍ଧ୍ର ପ୍ରଦେଶ ରୁ ଏହି ଟ୍ରେନ ଗୁଡିକ ଓଡିଶାକୁ ଆସିଥିଲା । ପ୍ରାୟ ୩୭୨ ଟି ଶ୍ରମିକ ସ୍ପେସିଆଲ ଟ୍ରେନ ମଧ୍ୟ ପୂର୍ବତଟ ରେଳପଥର ମାର୍ଗରେ ସୁରକ୍ଷିତ ରୂପେ ଚଳାଚଳ କରିଥିଲା, ଯେଉଁଗୁଡିକରେ ପୂର୍ବ ତଟ ରେଳପଥର ବିଭିନ୍ନ ଷ୍ଟେସନମାନଙ୍କରେ ଖାଦ୍ୟ ତଥା ଅନ୍ୟାନ୍ୟ ସୁବିଧା ପ୍ରଦାନ କରା ଯାଇଥିଲା । ଯେତେବେଳେ ବି ଆବଶ୍ୟକତା ହେବ ଶ୍ରମିକ ସ୍ପେସିଆଲ ଟ୍ରେନ ଯୋଗାଇ ଦେବା ନିମନ୍ତେ ସମସ୍ତ ରାଜ୍ୟ ସରକାର ମାନଙ୍କୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଆଶ୍ୱାସନା ଦିଆ ଯାଇଛି । ଆଇ.ଆର.ସି.ଟି.ସି ସହଯୋଗ ରେ ଶ୍ରମିକ ସ୍ପେସିଆଲ ଟ୍ରେନ ମାନଂକରେ ପୂର୍ବ ତଟ ରେଳପଥ ପକ୍ଷରୁ ୧୨ ଲକ୍ଷ ରୁ ଅଧିକ ନିଃଶୁଳ୍କ ଖାଦ୍ୟ ଓ ପାଣି ବୋତଲ ଯାତ୍ରୀମାନଙ୍କୁ ଯୋଗାଇ ଦିଆ ଯାଇଥିଲା କ୍ଷ ଏହି ଶ୍ରମିକ ଟ୍ରେନ ଗୁଡିକ ଯାତ୍ରା କରୁଥିବା ସମୟରେ ରେଳପଥର ଡାକ୍ତର ଓ କର୍ମଚାରୀମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ସୁରକ୍ଷିତ ରୂପେ ପ୍ରସବ ହୋଇ ଅନେକ ନବଜାତ ଶିଶୁ ଙ୍କ ଜନ୍ମ ହେବାର ଆନନ୍ଦମୟ ସ୍ମରଣୀୟ ଘଟଣାମାନ ଘଟିଥିଲା ।
Comments
Post a Comment