ବିଜେପି ଜିଲ୍ଳା ସଭାପତିଙ୍କ ରାଇଘର ଗସ୍ତ


 ରାଇଘର: ନବରଙ୍ଗପୁର ଜିଲ୍ଳା ବିଜେପି ସଭାପତି ଜଗଦିଶ ବିଶୋଇ ରାଇଘର ଗ୍ରସ୍ଥ କରି ପ୍ରଧାନମନ୍ତ୍ରୀ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତୀ ଅବସରରେ ଜନସାଧାରଣଙ୍କ ପାଖରେ ବିକାଶ ପତ୍ର ବଣ୍ଟନ ସହ ଭାରତୀୟ ଜନତାପାର୍ଟୀ ସମସ୍ତ ମଣ୍ଡଳ କର୍ମକର୍ତ୍ତା ତଥା ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କ ମିଶି ସାଙ୍ଗଠନିକ ଉପରେ ଆଲୋଚନା କରିଥିଲେ ।

Comments