ମାଟ୍ରିକ ପରୀକ୍ଷାରେ ସରସ୍ୱତି ଶିଶୁ ମନ୍ଦିରର ଶତପ୍ରତିଶତ ଫଳାଫଳ


 ଗୁଣପୁର: ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶିତ ମାଟ୍ରିକ ପରିକ୍ଷା ପଂଳରେ ଗୁଣପୁର ସରସ୍ୱତି ଶିଶୁ ବିଦ୍ୟାମନ୍ଦିର ଶତପ୍ରତିଶତ ଫଳାଫଳ ରଖିଥିବା ବେଳେ ଗୁଣପୁର ଊପଖଂଡ ରାମନାଗୁôଡା ବ୍ଳକ ଅନ୍ତର୍ଗତ ଗୁମୁଡା ଦୈାପଦୀ ବିଦ୍ୟାପିଠର ଚ୍ଥାତ୍ର ପଦ୍ମଲୋଚନ ମିଶ୍ର ୯୪,୬୬ ପ୍ରତିଶତ ହାରରେ ୫୬୮ନମ୍ୱର ରଖି ରାୟଗଡା ଜିଲ୍ଳାରେ ଦ୍ୱିତିୟ ସ୍ଥାନ ହାସଲ କରିଚ୍ଥନ୍ତି । ଗୁଣପୁର ସରସ୍ୱତି ଶିଶୁ ବିଦ୍ୟାମନ୍ଦିରର ୩୮ଜଣ ଚ୍ଥାତ୍ରଚ୍ଥାତ୍ରୀ ମାଟ୍ରିକ ପରିକ୍ଷା ଦେଇ ଶତପ୍ରତିଶତ ପାସ ହୋଇଚ୍ଥନ୍ତି । ବିଦ୍ୟାଳୟର ଚ୍ଥାତ୍ରୀ ପୁସ୍ପଂଜଳି ଚୈାଧରୀ ସର୍ବୋଚ୍ଚ ୫୩୦ ନମ୍ୱର ରଖିଥିବା ବେଳେ ଏ-୨ରେ ୯ଜଣ,ବି-୧ରେ ୮ଜଣ ,ବି-୨ରେ ୧୧ଜଣ କୃତିତ୍ୱ ହାସଲ କରିଚ୍ଥନ୍ତି । ସେହିପରି ସହିଦ ଲକ୍ଷ୍ଣଣ ନାୟକ ଊଚ୍ଚବିଦ୍ୟାଳୟରେ ୧୦୭ଜଣ ଚ୍ଥାତ୍ରଚ୍ଥାତ୍ରୀ ପରିକ୍ଷା ଦେଇଥିବା ବେଳେ ସେମାନଂକ ମଧ୍ୟରୁ ୮୯,୭୧ପ୍ରତିଶତ ହାରରେ ୯୬ଜଣ ଚ୍ଥାତ୍ରଚ୍ଥାତ୍ରୀ ପାସ କରିଚ୍ଥନ୍ତି । ବିଦ୍ୟାଳୟର ଚ୍ଥାତ୍ରୀ ମୋନାଲିସା ସାହୁ ଗୁଣପୁର ବ୍ଳକରେ ସର୍ବୋଚ୍ଚ ୫୪୪ ନମ୍ୱର ରଖିଥିବା ବେଳେ ବିଦ୍ୟାଳୟର ସନୁଶେଖର ପୃଷ୍ଟି ୫୪୦ନମ୍ୱର ରଖି ବିଦ୍ୟାଳୟକୁ ଗୈାରାବନ୍ୱିତ କରିଚ୍ଥନ୍ତି । ରାୟଗଡା ଜିଲ୍ଳାରେ ଏ-୧ ଗ୍ରେଡରେ ୫ ଚ୍ଥାତ୍ରଚ୍ଥାତ୍ରୀ ହାସଲ କରିଥିବା ବେଳେ ଗୁଣପୁର ସହିଦ ଲକ୍ଷ୍ଣଣ ନାୟକ ବିଦ୍ୟାଳୟ ସେଥିମଧ୍ୟରୁ ୨ଟି ଏ-୧ଗ୍ରେଡ ହାତେଇବାରେ ସକ୍ଷମ ହୋଇଚ୍ଥି । ବିଦ୍ୟାଳୟରେ ଏ-୧ରେ ୨ଜଣ,ଏ-୨ରେ ୧,ବି-୧ରେ ୨ଜଣ,ବି-୨ରେ ୧୩ଜଣ କୃତିତ୍ୱ ହାସଲ କରିଚ୍ଥନ୍ତି । ଗୁଣପୁର ସରକାରୀ ଊଚ୍ଚ ବାଳିକା ବିଦ୍ୟାଳୟରେ ୧୦୭ଚ୍ଥାତ୍ର୍ରୀ ପରିକ୍ଷାରେ ଅଂଶ ଗ୍ରହଣ କରିଥିବା ବେଳେ ସେମାନଂକ ମଧ୍ୟରୁ ୬୬ ପ୍ରତିଶତ ହାରରେ ୭୦ଜଣ ଚ୍ଥାତ୍ରୀ ପାସ ହୋଇଚ୍ଥନ୍ତି । ସେମାନଂକ ମଧ୍ୟରୁ ବି-୧ରେ ୨ଜଣ,ବି-୨ରେ ୬ଜଣ କୃତିତ୍ୱ ହାସଲ କରିଚ୍ଥନ୍ତି । ସେହିପରି ସରକାରୀ ଊଚ୍ଚ ବିଦ୍ୟାଳୟରେ ୧୬୬ଜଣ ଚ୍ଥାତ୍ର ପରିକ୍ଷାରେ ଅଂଶ ଗ୍ରହଣ କରିଥିବା ବେଳେ ସେମାନଂକ ମଧ୍ୟରୁ ୬୧,୩ ପ୍ରତିଶତ ହାରରେ ୧୦୦ଜଣ ଚ୍ଥାତ୍ର ପାସ କରିଚ୍ଥନ୍ତି । ସେମାନଂକ ମଧ୍ୟରୁ ଏ-୨ରେ ଜଣେ,ବି୨ରେ୩ଜଣ କୃତିତ୍ୱ ହାସଲ କରିଚ୍ଥନ୍ତି ।

Comments