ସେବା ଭାରତୀ ଗଞ୍ଜାମ ଜିଲ୍ଲା ଓ ଆର୍ ଏସ୍ ଏସ ମିଳିତ ସଂଯୋଜନା ରେ ବ୍ରହ୍ମପୁର ନଗର ଏବଂ ସମସ୍ତ ଖଣ୍ଡ ରେ ଅଦ୍ୟାବଧି ୯୦୦୦ ସି ସି ହୋମିଓପାଥି ଔଷଧ ଅର୍ଶେନିକ ଆଲମ୍ ବଣ୍ଟନ ହୋଇଅଛି । ଏଥି ମଧ୍ୟରୁ ୬୫୦୦ cc କାର୍ଯ୍ୟକର୍ତ୍ତା ଙ୍କ ନିଜସ୍ଵ ଖର୍ଚ୍ଚ ରେ ଓ ୨୫୦୦ cc ସରକାର ଙ୍କ ପ୍ରଦତ୍ତ ଔଷଧ ବଣ୍ଟନ କରାଯାଇଛି। ଏଥିରେ ପ୍ରାୟ ୭୦ ରୁ ଉର୍ଦ୍ଧ୍ବ ସ୍ଵୟଂସେବକ ଭାଗ ନେଇଥିଲେ ।
Comments
Post a Comment