ରାଉରକେଲା ଆଜି ରାଉରକେଲା ବି.ଜେ.ପି ର ଏକପ୍ରତିନିଧିତ୍ୱ ଦଳ ରାଉରକେଲା ବିପିୟୁଟିଠାରେ ଥିବା କୋଭିଡ କେୟାରସେଣ୍ଟର ପରିଦର୍ଶନ ରେ ଯାଇଥିଲେ ।ସେଠାରେ ଥିବା ରୋଗୀ ଙ୍କୁ କିପରିଭାବେ ଚିକିତ୍ସା ଯୋଗାଇ ଦିଆଯାଉଛ ସେ ବିଷୟରେ ପଚାରି ବୁଝିଥିଲେ ।ସେ ବିଷୟରେ ପଚାରି ବୁଝିଥିଲେ ।ସେଠାରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରର ଭଲ ମନ୍ଦ ବୁଝିବା ସଙ୍ଗେ ସଙ୍ଗେକିଛି ଲୋକଙ୍କ ଅଭିଯୋଗ କୁ ପ୍ରସାଶନକୁ ଅବଗତ କରାଇ ତୁରନ୍ତ ପଦକ୍ଷେପନେବାକୁ ଦାବି କରାଯାଇଥିଲା ? । ଏ ଏହି କାର୍ଯ୍ୟକ୍ରମରେ ବି.ଜେ.ପି ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ , ରାଉରକେଲା ବିଧାନସଭା ପ୍ରାର୍ଥୀ ନିହାର ରାୟ, ରଘୁନାଥପଲ୍ଲୀ ବିଧାନସଭା ପ୍ରାର୍ଥୀ ଜଗବନ୍ଧୁ ବେହେରା , ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଙ୍କୁଶ ବର୍ମା , ଭବାନି କବି,ପ୍ରସାନ୍ତ ପଣ୍ଡା, ନୃସିଂହ ଜେନା, ପ୍ରବାଳ ବାରିକ୍, ଭଗବାନ ରାଉତ , ଆଶିଷ ସର୍ମା, ସନୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।
Comments
Post a Comment