ଭୁବନେଶ୍ୱର, ତା୨୯।୯- ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ପୂର୍ବତନ ସାଧାରଣ ସମ୍ପାଦକ ନିଗମାନନ୍ଦ ପାଣିଗ୍ରାହୀଙ୍କ ବିୟୋଗରେ ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।
ମହାସଂଘର ଜାତୀୟ କାର୍ଯ୍ୟକାରୀ ପରିଷଦର ସଦସ୍ୟ ଡକ୍ଟର ନାରାୟଣ ମହାନ୍ତି ଏକ ଶୋକବାର୍ତ୍ତାରେ ସ୍ଵର୍ଗତ ପାଣିଗ୍ରାହୀଙ୍କୁ ଜଣେ ଆଦର୍ଶ ଶିକ୍ଷକ ଓ ଦକ୍ଷ ସଂଗଠକ ରୂପେ ବର୍ଣନା କରିଛନ୍ତି।
Comments
Post a Comment