ଭାରତୀୟ ମଜଦୁର ସଂଘ ତରଫରୁ ଓଡ଼ିଶା ରାଜ୍ୟ ଆଶା ସାଥି ସଂଘ ଭଉଣୀ ମାନଙ୍କ ସହିତ ମିଶି ବୃକ୍ଷ ରୋପଣ

ନୟାଗଡ଼ : ତା 28/08/2020 ରିଖ ଦିନାଙ୍କରେ ପର୍ଯ୍ୟାବରଣ ଦିବସ ପାଳନ ଅବସରରେ ନୟାଗଡ଼ ବ୍ଲକ ବଡପଣ୍ଡୁସର ଉଗ୍ରେସର ମନ୍ଦିର ଠାରେ ଭାରତୀୟ ମଜଦୁର ସଂଘ ତରଫରୁ ଓଡ଼ିଶା ରାଜ୍ୟ ଆଶା ସାଥି ସଂଘ ଭଉଣୀ ମାନଙ୍କ ସହିତ ମିଶି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା l ନୟାଗଡ଼ ଜିଲ୍ଲା ଭାରତୀୟ ମଜଦୁର ସଂଘ ସଂପାଦକ ସୁକାନ୍ତ କୁମାର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

Comments