କେନ୍ଦୁଝର,୩/୯: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଠାରେ ସକ୍ଷମ ଜିଲ୍ଲା ସଂପାଦକ ନିରଞ୍ଜନ ବେଜଙ୍କ ନେତୃତ୍ୱରେ ପୂର୍ବତନ ବିଧାୟକ ତଥା ଆଦିବାସୀ ନେତା ଶ୍ରୀଯୁକ୍ତ ଧନୁର୍ଜୟ ସିଦ୍ଧୁଙ୍କ ଉଦ୍ୟମରେ ଶତାଧିକ ଲୋକ ମୃତ୍ୟୁ ପରେ ନେତ୍ରଦାନ ପାଇଁ ସଂକଳ୍ପ ପତ୍ର ପୂରଣ କରିବା ସହିତ କିପରି ଜିଲ୍ଲାରେ ଅଧିକରୁ ଅଧିକ ଲୋକ ନେତ୍ରଦାନ କରି ପାରିବେ ସେଥିପ୍ରତି ଉଦ୍ୟମ କରାଯିବ ବୋଲି ସଂକଳ୍ପ ନେଇଥିଲେ ।
ମାନବ ସେବା ଇଶ୍ଵର ସେବା
ReplyDelete