ସମାଜସେବୀ ସର୍ଗତ୍  ଶଚିନ୍ଦ୍ର ମୋହନ ପୃଷ୍ଟି ଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ସଭା

ଆଜି ହରିଚନ୍ଦନପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ  ହରିଚନ୍ଦନ ପୁର ଖଣ୍ଡ ର ପୂର୍ବତନ ଖଣ୍ଡ ସଂଘ ଚାଳକ ସର୍ଗତ୍  ଶଚିନ୍ଦ୍ର ମୋହନ ପୃଷ୍ଟି ଙ୍କ ଉଦ୍ୟସରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା ା  ଉକ୍ତ ସଭାରେ ଘଟଗାଁ  ଖଣ୍ଡ ସଂଘ ଚାଳକ ମାନନୀୟ ଶ୍ରୀଯୁକ୍ତ ଦୁର୍ଯ୍ୟଧନ ମହନ୍ତ , ଶଚିନ୍ଦ୍ର ମୋହନ ପୃଷ୍ଟି ଙ୍କ କନିଷ୍ଠ ଭାଇ ଶ୍ରୀଯୁକ୍ତ ବସନ୍ତ କୁମାର ପୃଷ୍ଠି  ଅତିଥି ଭାବେ ଯୋଗ ଦେବା ସହିତ ଉକ୍ତ ସଭାକୁ ହରିଚନ୍ଦନପୁର ଖଣ୍ଡ ସଂଘ କାର୍ଯ୍ୟବାହ ଶ୍ରୀଯୁକ୍ତ ଧରଣୀ ଧର୍ ସେଠି ସଭା ପରିଚାଳନା କରିଥିଲେ  ଉକ୍ତ ସଭାରେ ବିଦ୍ୟାଳୟ ର ପୂର୍ବତନ ପରିଚାଳନା ସମିତି ସହିତ ସଂଘର  ଭାଇମାନେ ଯୋଗ ଦେଇଥିଲେ । ସୂଚନା  ଯୋଗ୍ଯ  େଯ କେନ୍ଦୁଝର ଜିଲ୍ଲା ହରିଚନ୍ଦନ ପୁର ଖଣ୍ଡ ର ପୂର୍ବତନ  ଖଣ୍ଡ ସଂଘ ଚାଳକ ଶ୍ରୀଯୁକ୍ତ ସଚିନ୍ଦ୍ର୍ ମୋହନ  ପୃଷ୍ଟି ତା ୦୭.୦୮.୨୦୨୦ ରିଖ ସକାଳ ୫.୩୦. ସମୟରେ ଦେହ ତ୍ୟାଗ କରିଛନ୍ତି ା  ଆଜ୍ଞା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ହରିଚନ୍ଦନପୁର ର ପ୍ରତିଷ୍ଠାତା ଥିଲେ ଓ ଅନ୍ୟ ସାମାଜିକ କାର୍ଯ୍ୟରେ  ସଂଶ୍ଳିଷ୍ଟ ଥିଲେ ା 

Comments