ବଜରଙ୍ଗ ଦଳ ଦ୍ୱାରା ଅସହାୟ ବ୍ୟକ୍ତିଙ୍କ ଶବ ସତ୍କାର September 20, 2020 Get link Facebook X Pinterest Email Other Apps ରାଉରକେଲା : ଛେଣ୍ଡ କଲୋନୀରେ ଜଣେ ଅସହାୟ ବୃଦ୍ଧଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିବା ପରେ ତାଙ୍କର କେହି ନଥିବାରୁ ବଜରଙ୍ଗ ଦଳର ସଦସ୍ୟମାନେ ପହଂଚି ମୃତ ବୃଦ୍ଧଙ୍କ ଶବକୁ ଉଦ୍ଧାର କରି ଗତ ୧୫ ତାରିକ ଦିନ ନିଜେ ଶ୍ମଶାନରେ ସତ୍କାର କରିଥିବା ଜଣାପଡିଛି । Comments
Comments
Post a Comment