କଳାହାଣ୍ଡି : ଆଜି କଳାହାଣ୍ଡି ଜିଲ୍ଲା ପରିଷଦ ଚେୟାର୍ମ୍ୟାନ୍ ସଦସ୍ୟା ନମିତା ରାଣୀ ସାହୁ , ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଅବସରରେ କସୃପଡ଼ା ମଣ୍ଡଳରେ ନିଜେ ଉପସ୍ଥିତ ରହିବା ସହ କସୃପଡା ମଣ୍ଡଳ ସଭାପତି ହେମସାଗର ପୁଝାରୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସ୍ୱର୍ଗତ ମୁଖାର୍ଜୀଙ୍କ ମହାନତା ଓ କାର୍ଯ୍ୟ କଳାପ ଉପରେ, ଆଲୋକପାତ କରିଥିଲେ । ମଣ୍ଡଳର କେତେକ ଗାଁ’କୁ ଯାଇ ଲୋକଙ୍କର ଦୁଃଖ ଦୁର୍ଦ୍ଦଶା ବୁଝିଥିଲେ । ଚେୟାରମ୍ୟାନ ନମିତା ରାଣୀ ସାହୁଙ୍କ ଏହିପରି ମହାନତା କାର୍ଯ୍ୟକୁ ଦେଖି ଅଞ୍ଚଳବାସୀ ତାଙ୍କୁ ଭୁରିଭୁରି ପ୍ରଶଂସା କରୁଛନ୍ତି ।
Comments
Post a Comment