ଭାରତୀୟ ମଜଦୁର ସଂଘ ତରଫରୁ ଗୋଲାମୁଣ୍ଡା ବିଡିଓଙ୍କୁ ଦାବି ପତ୍ର ପ୍ରଦାନ

ଗୋଲାମୁଣ୍ଡା:କଲାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମଜଦୁର ସଂଘ ତରଫରୁ ୫ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୱରେ ଏକ ଦାବି ପତ୍ର ଗୋଲାମୁଣ୍ଡା ବିଡିଓଙ୍କୁ ପ୍ରଦାନ କରା ଯାଇଥିଲା । ପ୍ରଦାନ କରା ଯାଇଥିବା ଦାବି ପତ୍ରରେ ଉଲ୍ଲେଖ ଥିବା ଦାବି ଗୁଡିକ ମଧ୍ୟରେ ହେଲା ନିର୍ମାଣ ଶ୍ରମିକ ,ଟ୍ୟାକ୍ସି ଓ ରିକ୍ସା ଚାଳକ,ବେକାର ଯୁବକ ଯୁବତୀ ,ପ୍ରବାସୀ ଶ୍ରମିକ,ଭଲି ଅନେକ ଶ୍ରେଣୀର ଲୋକେ ଦେଶରେ କରୋନା ମହାମାରି ଓ ତାଲା ବନ୍ଦ ହେତୁ ରୋଜଗାର ହରେଇଛନ୍ତି । ଲୋକେ ନିଜ ନିଜର ରୋଜଗାର ହରାଇ ଅନେକ ସମସ୍ୟା ଓ ଦଃୁଖ କଷ୍ଟରେ ଦିନ କାଟୁଥିବା ହେତୁ ସେମାନଙ୍କୁ ତୁରନ୍ତ ସରକାର ରୋଜଗାର ଯୋଗାଇ ଦେବାକୁ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୱର ଦାବି ପତ୍ର ପ୍ରଦାନ କରା ଯାଇଥିଲା

Comments