କଳିଙ୍ଗ ନଗରର ସ୍ୱୟଂସେବକ ମାନଙ୍କ ଦ୍ଵାରା ସେବା କାର୍ଯ୍ୟର ତୃତୀୟ ସୋପାନ

Corona lockdown ପାଇଁ ଗରିବ ଦିନ ମଜୁରିଆଙ୍କୁ କଳିଙ୍ଗ ନଗରର ସ୍ୱୟଂସେବକ ମାନଙ୍କ ଦ୍ଵାରା ସେବା କାର୍ଯ୍ୟର ତୃତୀୟ ସୋପାନରେ 36 ଟି ପରିବାରକୁ ଶୁଖିଲା grossory item ଦିଆଗଲା . ଏଥିରେ Tamando ଅଂଚଳରେ 20 ପରିବାର ଓ ଖଣ୍ଡଗିରି ଅଂଚଳରେ 16 ପରିବାରଙ୍କୁ ସାମିଲ ଥିଲେ.




Comments